ଯାଦୁ,କାଛୁ,କୁଣ୍ଡିଆ ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ ,ଥରେ ନିଶ୍ଚୟ କରିକି ଦେଖନ୍ତୁ ସବୁ କିଛି ମୂଳରୁ ଶେଷ ହୋଇଯିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା କାଚୁ କୁଣ୍ଡିଆ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ। ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ଛୋଟ ଖଣ୍ଡ ହଳଦୀ |

ତାପରେ ଆପଣ ଏହି ଖଣ୍ଡ ହଳଦିକୁ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ |ଆପଣ ଏଥିରେ ପାଣି ଜମା ମିଶାନ୍ତୁ ନାହିଁ ନହେଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରିପାରିବେ ନାହିଁ । ଆପଣ ଏହାକୁ କଞ୍ଚା ହଳଦୀ ବା ହଳଦୀ ଗୁଣ୍ଡ ସହିତ ମଧ୍ୟ ପ୍ରସ୍ତୁତ କରିପାରିବେ |

ପ୍ରଥମେ ଆପଣ ହଳଦୀ ଗୁଣ୍ଡାରେ ଆଲୋବେରା ମିଶାଇ ତାକୁ ଭଲ ଭାବେ ଗ୍ରାଇଣ୍ଡର ସହାୟତାରେ ବାଟି ଏହାକୁ ଆପଣ ଆପଣଙ୍କ ଯାଦୁ କାଛୁ ହୋଇଥିବା ଜାଗାରେ ଲଗାଇ ଦିଆନ୍ତୁ ଦେଖିବେ ଅଳପ ଦିନର ମଧ୍ୟରେ ଆପଣଙ୍କ ବର୍ଷ ବର୍ଷ ପୁରୁଣା ଚାର୍ମ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *