Cricket : ଏମିତି ହାରିବା ଠାରୁ ମରିଯିବା ଭଲ ହାଇଦ୍ରାବାଦ୍ ଠାରୁ ହାରିଲା ପରେ ଏମିତି ବଡ଼ ବୟାନ ଦେଲେ କ୍ୟାପଟେନ ରିସବ ପନ୍ଥ

ପ୍ରଥମେ ଗୋଡେଇ ଗୋଡେଇ ପିଟିଲେ ତ୍ରବେଶ୍ ଓ ଅଭିଷେକ କାନ୍ଦି କାନ୍ଦି ବୋଲିଂ ସରିଲେ ଦିଲ୍ଲୀ ବୋଲର ଯିଏ ଆସିଲେ ସିଏ ପିଟିଲେ ଦିଲ୍ଲୀ ବୋଲର୍ ଙ୍କୁ ଚୋଉକା ଚ୍ଛକା ର ବର୍ଷାରେ ଭିଯିଲା ସାରା ଷ୍ଟାଡିୟମ୍ ପିଟି ପିଟି ଚତୁ କରିଦେଲେ ହାଇଦରାବାଦ ବ୍ୟାଟ୍ସମ୍ୟାନ୍ ।

ଗତ IPL ର ଦିଲ୍ଲୀ ଓ ହାଇଦ୍ରାବାଦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ଓ ଚମତ୍କାର ବୋଲିଂ ବଳରେ ବହୁତ୍ ସହଜରେ ମାଚକୁ ନିଜ ହାତକୁ ଆଣିବାରେ ସଫଳ ହୋଇଥିଲା ହାଇଦ୍ରାବାଦ , ଯାହା ଫଳରେ ଚେନ୍ନାଇ ଓ ମୁମ୍ୱାଇ କୁ ଲାଗିଲା ବଡ଼ ଝଟକା ହଁ ଦର୍ଶକ ବନ୍ଧୁ ତ୍ରବେସ୍ ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ନଟରାଜନ୍ ଚମତ୍କାର ବୋଲିଂ ବଳରେ ଗତ କାଲି ଖେଳାଯାଇଥିବା

IPL ୩୫ ତମ ମ୍ୟାଚରେ ହାଇଦ୍ରାବାଦ ନିଜର ଘରୋଇ ଷ୍ଟାଡିୟମରେ ୬୭ ରନ୍ ର ବଡ ବ୍ୟବଧାନରେ ପରାସ୍ତ କରିଛି ହାଇଦ୍ରାବାଦ ଏହା ସହିତ ଦଳ IPL ଟ୍ରଫି ଆଡ଼କୁ ଅଗ୍ରସର ହୋଇଚାଲିଛି ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୬୭ ରନ୍ ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯ . ୧ ଓଭର ରେ ୧୯୯ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *