Vastu Tips : ଗାଧେଇବା ସମୟରେ ଭୁଲରେ କେବେବି କରନ୍ତୁ ନାହିଁ ଏହି 5 ଟି କାମ ,ନଚେତ ଖୁବ କମ ଦିନରେ ହୋଇଯିବେ ଭିକାରି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଗାଧେଇବା ବେଳେ କେଉଁ ଭୁଲ କଲେ ଆପଣ ପାପର ଭାଗିଦାରୀ ହୋଇଥାଆନ୍ତି ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଉପାୟ କୁହାଯାଏ ଯାହା ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଲାଭ ମିଳିଥାଏ କିନ୍ତୁ ଆପଣ ଆପଣଙ୍କ ଦିନ ଯାକ ସମୟରେ କିଛି ଛୋଟିଆ ଛୋଟିଆ କାର୍ଯ୍ୟ ଏପରି କରିଥାଆନ୍ତି ଯାହାକି ଆପଣଙ୍କୁ ବହୁତ ସାମାନ୍ୟ ଲାଗିଥାଏ ଏପରି ଲାଗିଥାଏ ଏହାର କୌଣସି ପ୍ରଭାବ ଆପଣଙ୍କ ଜୀବନ ସହିତ ଜଡ଼ିତ ନୁହେଁ ଆପଣଙ୍କ ଭାଗ୍ୟ ଆପଣଙ୍କ ଗ୍ରହ ନକ୍ଷତ୍ର ସହିତ ତାହାର ବହୁତ ଅଧିକ ନିବିଡ଼ ସମ୍ପର୍କ ଥାଏ ଯାହାକି ଆପଣଙ୍କ ଜୀବନରେ ଆସିବାକୁ ଥିବା ସମୟକୁ ଶୁଭ ଏବଂ ଅଶୁଭରେ ପରିଣତ କରିଥାଏ ଜାଣତରେ ଅଜାଣତରେ ଯଦି କିଛି ଭୁଲ କାର୍ଯ୍ୟ କରିଦିଅନ୍ତି ତେବେ ଏହାର ଫଳ ଆପଣଙ୍କୁ ଭବିଷ୍ୟତରେ ଭୋଗିବାକୁ ପଡ଼ିଥାଏ ଏପରି କାର୍ଯ୍ୟ ଭିତରେ ଏକ କାର୍ଯ୍ୟ ହେଉଛି ଗାଧେଇବାର ସମୟ ଯାହାକି ପ୍ରତିଦିନ ଆପଣ ଦିନର ଆରମ୍ଭରୁ କରିଥାଆନ୍ତି |ତେବେ ଆସନ୍ତୁ ଜାଣିବା କଣ ସେହି ସବୁ କାର୍ଯ୍ୟ ଯାହା ଗାଧେଇବା ସମୟରେ କରିବା ଉଚିତ ନୁହେଁ |

ଗାଧେଇବା ବେଳେ ଆପଣ ଯାହାବି କରିଥାଆନ୍ତି ତାହାର ସିଧା ପ୍ରଭାବ ତିନୋଟି ଗ୍ରହ ଉପରେ ପଡ଼ିଥାଏ ଯାହା ଚନ୍ଦ୍ର ,ରହୁ ଏବଂ କେତୁ ଉପରେ ପଡ଼ିଥାଏ ଏହାର ପ୍ରଭାବରେ ମନୁଷ୍ୟକୁ ଦାରିଦ୍ରତା ଏବଂ ଦୁର୍ଭାଗ୍ୟକୁ ସାମ୍ନା କରିବାର ପଡ଼ିଥାଏ |ପ୍ରଥମରେ ରହିଛି ଗାଧେଇବା ସମୟରେ ବାତରୁମରେ ଭୁଲରେ ନଖ କାଟନ୍ତୁ ନାହିଁ ହାତର ନଖ ହୋଇଥାଉ କିମ୍ବା ପାଦର ନଖ ହୋଇଥାଉ ଗାଧେଇବା ପୂର୍ବରୁ ଆପଣ କାଟି ପାରନ୍ତି କିମ୍ବା ଗାଧେଇବା ପରେ ଆପଣ କାଟି ପାରନ୍ତି କିନ୍ତୁ ଭୁଲରେ ଗାଧେଇବା ସମୟରେ କାଟନ୍ତୁ ନାହିଁ |

ଦ୍ୱିତୀୟରେ ରହିଛି ବାତୁରମରେ ସେଭିଙ୍ଗ କରନ୍ତୁ ନାହିଁ କିଛି ଲୋକ ଗାଧେଇବା ପୂର୍ବରୁ ସେଭିଙ୍ଗ କରନ୍ତି କିଛି ଲୋକ ଗାଧେଇବା ପରେ ସେଭିଙ୍ଗ କରିଥାଆନ୍ତି କିନ୍ତୁ ଆପଣ କେବେ ବି ହେଲେ ଗାଧେଇବା ସମୟରେ ବାତରୁମରେ ସେଭିଙ୍ଗ କରନ୍ତୁ ନାହିଁ ଏହା ମଧ୍ୟ ଅଶୁଭ ବିଚାର କରାଯାଏ |

ତୃତୀୟରେ ରହିଛି ଅନ୍ୟ ଘର ଦ୍ୱାରା ଦିଆ ଯାଇଥିବା କୌଣସି ଜିନିଷ ବାତରୁମରେ ବ୍ୟବହାର କରନ୍ତୁ ନାହିଁ ଅନ୍ୟ ଘର ଦ୍ୱାରା ଦିଆଯାଇଥିବା ଜିନିଷ କିମ୍ବା ବାହାର ଲୋକଙ୍କ ପଇସାରେ କିଣା ଯାଇଥିବା ବାତରୁମର କୌଣସି ବସ୍ତୁକୁ ବ୍ୟବହାର କରନ୍ତୁ ନାହିଁ ଯେପରିକି ମଗ ବାଲ୍ଟି ଆଦି ବ୍ୟବହାର କରନ୍ତୁ ନାହିଁ |

ଚତୁର୍ଥରେ ରହିଛି ଗାଧେଇବା ପରେ କେବେବି ଅଗ୍ନିର ସ୍ପର୍ଶ କରିବା ଉଚିତ ନୁହେଁ ଅଗ୍ନି ଏବଂ ପାଣି ଏକା ସାଙ୍ଗରେ ରହିବା ବହୁତ ଦୋଷ ବଢ଼ାଇ ଥାଏ ଆପଣଙ୍କ ଗୃହରେ ଗାଧେଇବା ତୁରନ୍ତ ପରେ ଓଦା ବସ୍ତ୍ରରେ ଘରର ଚୁଲା ଏବଂ ଷ୍ଟପ ଆଦିକୁ ଜଳେଇବା ଠିକ ନୁହେଁ ଅତି କମରେ ଗାଧେଇବା 10 ମିନିଟ ପରେ ଅଗ୍ନିର ବ୍ୟବହାର କରନ୍ତୁ

Leave a Reply

Your email address will not be published. Required fields are marked *