ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଅଭିଯୋଗ ,ସରକାର କଲେ ବଡ଼ ଘୋଷଣା ଛାତ୍ର ଛାତ୍ରୀ ମାନେ ଜାଣିରଖନ୍ତୁ ନଚେତ ହଇରାଣ ହେବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେଉଁ ହିସାବରେ ଗରମ ବଢ଼ି ଚାଲିଛି ଏହାକୁ ନଜର ରଖି ସରକାର କହୁଥିଲେ ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରିଥିଲେ |ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଜୁନ 15 ତାରିକ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ହେଲେ ଯେଉଁ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ରହିଲେ ସେମାନେ ସ୍କୁଲ ଆସିବେ ହେଲେ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |

ଯେତେବେଳେ ସ୍କୁଲ ଛୁଟିକୁ ନେଇ କୌଣସି ଏକ ଅପଡେଟ ରହିଥାଏ ସେତେବେଳେ I & PR ଡିପାର୍ଟମେଣ୍ଟ ତରଫରୁ ସୂଚନା ଆସିଥିଲା କି ଛୁଟି ପାଇଁ ଏକ ନୋଟିଫିକେସନ ଆସିଥିଲା |କିଛି ଲୋକ ସେମ ନୋଟିଫିକେସନକୁ ଏଡିଟିଙ୍ଗ କରି ଦେଉଛନ୍ତି |

ଜୁନ 15 ତାରିକ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ ସ୍କୁଲ ଆଉ ଏହି ନିୟୁଜ ଆପଣମାନେ ସମସ୍ତେ ପାଇଥିବେ ଚାରିଆଡ଼େ ମଧ୍ୟ ଭାଇରଲ ହ୍ୱାଟ୍ସଅପ ମାନଙ୍କରେ ମଧ୍ୟ ଭାଇରଲ |

ସେଥିପାଇଁ ଆମ ରାଜ୍ୟ ସରକାର I & PR ଡିପାର୍ଟମେଣ୍ଟ ତରଫରୁ ସୂଚନା ଦେଲେ ଇଏ ହେଉଛି ଫେକ ନିୟୁଜ ଏହି ଖବର ବିଶ୍ୱାସ ନକରିବା ପାଇଁ ରାଜ୍ୟ ସରକାର କହିଲେ |ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏଭଳି ମିଥ୍ୟା ଖବର ପ୍ରସାର କରିବା ଦଣ୍ଡନୀୟ ଅପରାଧ ବୋଲି ସରକାର କହିଛନ୍ତି

Leave a Reply

Your email address will not be published. Required fields are marked *