ମଙ୍ଗଳବାର ଦିନ କରନ୍ତୁ ଏହି ଗୋଟେ ଛୋଟିଆ ଉପାୟ,ପ୍ରଭୁ Hanuman ଙ୍କ କୃପାରୁ ଘରେ ହେବ ଧନର ବର୍ଷା ,ପଇସା ଗଣି ଗଣି ଥକିଯିବେ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଶ୍ରୀ ହନୁମାନଙ୍କୁ ପୁଜକରିବା ପାଇଁ ସବୁଠାରୁ ଶ୍ରେଷ୍ଠ ଦିନ ହେଉଛି ହନୁମାନ ଜୟନ୍ତୀ ହେଲେ କଣ ଆପଣମାନେ ଜାଣିଛନ୍ତି ଯେ ସେହି ଦିନ ଯଦି ଆପଣ ଏହି ଯୋତିଷ ଉପାୟ କରିବେ ତାହେଲେ ଆପଣଙ୍କୁ ମଙ୍ଗଳ ଦୋଷରୁ ତୁରନ୍ତ ମୁକ୍ତି ମିଳିଯିବ , କଣ ସେହି ଯୋତିଶ ଉପାୟ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ମଙ୍ଗଳ ଦୋଷ ରହିଥିବା ଲୋକଙ୍କୁ ତାଙ୍କ ଜୀବନରେ ବହୁତ୍ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ |

ହେଲେ କଣ ଆପଣ ଜାଣିଛନ୍ତି ତାହା କାହିଁକି ହୋଇଥାଏ ଜାଣିନାହାନ୍ତି ତାହେଲେ ଜନିରଖନ୍ତୁ ଯେ ମଙ୍ଗଳବର ହେଉଛି ହନୁମାନଙ୍କୁ ସମର୍ପିତ ଏବଂ ତା ସହିତ ଏହା ମଙ୍ଗଳ ଗ୍ରହଙ୍କୁ ମଧ୍ୟ ସମର୍ପିତ ଅଟେ ଯୋତିସ ଶାସ୍ତ୍ର ଅନୁସାରେ ମଙ୍ଗଲଗ୍ରହଙ୍କୁ ଉଗ୍ର ଓ ହନୁମାନଙ୍କୁ ରୁଦ୍ର ମାନା ଯାଇଥାଏ |

ଅର୍ଥାତ୍ ଏହି ଦୁଇଜଣ ବହୁତ୍ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଏବଂ ଯଦି ଥରେ ଏମାନେ ରୁଷ୍ଠ ହୋଇଯାଆନ୍ତି ତେବେ ତାଙ୍କୁ ମନେଇବା ବହୁତ୍ କଷ୍ଟ ହୋଇଯାଏ । ମଙ୍ଗଳ ଦୋଷ ଲାଗିବାରୁ ଘରେ ଅନେକ କଳହ ଲାଗି ରହିଥାଏ ଆସନ୍ତୁ ଜାଣିବା ମଙ୍ଗଳ ଦୋଷକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମଙ୍ଗଳ ବାର ଦିନ କଣ ଯୋତିସ ଉପାୟ ବିଷୟ କରିବା ଉଚିତ୍ ।

ସେହି ଦିନ ଅର୍ଥାତ୍ ୨୩ ଏପ୍ରିଲ ମଙ୍ଗଳ ବାର ଦିନ ସକାଳୁ ଆପଣ କୌଣସି ଅସହାୟ ବ୍ୟକ୍ତିଙ୍କୁ ଯଦି ଆପଣ ଗହମ,ଗୁଡ଼, ତମ୍ଭା , ମଚିସ୍ , ସୁନା ଓ ରୂପା ଆଦିର ଦାନ କରିଥାନ୍ତି ତାହେଲେ ଆପଣଙ୍କ ଭାଗ୍ୟ ଚମକି ଉଠି ଥାଏ ଓ ଆପଣଙ୍କ ମଙ୍ଗଳ ଦୋଷ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇ ଥାଏ ।

Leave a Reply

Your email address will not be published. Required fields are marked *