ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଝିଅ ,ଏହି Hero ଙ୍କୁ କଲେ ବିବାହ ଦେଖିଲେ ଆପଣଙ୍କ ଆଖି ଲାଖିଯିବ

ନମସ୍କାର ଦର୍ଶକବନ୍ଧୁ ରଚନା ବାନାର୍ଜୀଙ୍କ ଝିଅ ବାହାଘରରେ ଯାଇ ପହଁଚିଲେ ଆପଣମାନଙ୍କ ଅତିପ୍ରିୟ ଅଭିନେତା ସିଦ୍ଧାର୍ଥ ମହାପାତ୍ର ବର୍ତ୍ତମାନ ସମୟରେ ଆସିଲା ବହୁତ ବଡ଼ ଖୁସି ଖବର ଏବେ ରଚନା ବାନାର୍ଜୀଙ୍କ ଝିଅର ହେଲା ବିବାହ ତେବେ ରଚନା ବାନାର୍ଜୀଙ୍କ ଝିଅ କେଉଁ ହିରୋଙ୍କୁ କଲେ ବିବାହ ଏଥିସହ ରଚନା ବାନାର୍ଜୀଙ୍କ ଜ୍ୱାଇଁ କେଉଁ ଫିଲ୍ମରେ ଆକ୍ଟର ଭାବରେ କାମ କରୁଛନ୍ତି ଏଥିସହ ରଚନା ବାନାର୍ଜୀଙ୍କ ଝିଅ ମଧ୍ୟ କଣ କରନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଟିକିନିକ ଖବର |

ଆପଣ ଏହି ଖବରଟିକୁ ଜାଣିଲା ପରେ ଜାଣିବେ ଯେ ସିଦ୍ଧାନ୍ତ ମହାପାତ୍ର ସେଠାରେ ପହଁଚିଲା ପରେ ସେଠାରେ କଣ ଘଟିଥିଲା |ଆପଣମାନେ ରଚନା ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଆସିଛି ଏକ ବହୁତ ବଡ଼ ଖୁସି ଖବର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି |

ଆପଣମାନଙ୍କ ଅତିପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଝିଅ |ତେବେ ତାଙ୍କ ଝିଅ କାହାକୁ ବିବାହ କରିଛନ୍ତି ଆସନ୍ତୁ ଏସମ୍ପର୍କରେ କିଛି ଜାଣିବା |ରଚନା ବାନାର୍ଜୀଙ୍କ ଝିଅ କାହାକୁ ବିବାହ କରିଛନ୍ତି ଏସମ୍ପର୍କରେ ରଚନା ବାନାର୍ଜୀ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହାଁନ୍ତି |

ସିଦ୍ଧାନ୍ତ ମହାପାତ୍ର ସୁଟିଙ୍ଗରେ ବ୍ୟସ୍ତ ଥିବାରୁ ରଚନା ବାନାର୍ଜୀଙ୍କ ଝିଅ ବାହାଘରରେ ଯାଇ ମହଜୂତ ହୋଇପାରି ନାହାଁନ୍ତି ଏଥିସହ ରଚନା ବାନାର୍ଜୀ ସିଦ୍ଧାନ୍ତ ମହାପାତ୍ରଙ୍କ ସହମତ ହୋଇଥିଲେ ସେ ମଧ୍ୟ ଜାଣିପାରିଥିଲେ ଏବଂ ବୁଝି ପାରିଥିଲେ ସିଦ୍ଧାନ୍ତଙ୍କ ବିଜିନେସକୁ

Leave a Reply

Your email address will not be published. Required fields are marked *