Vastu Tips : ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ଶୁଭ ସଙ୍କେତ ,ଭୟଙ୍କର ଅର୍ଥ ଜାଣିରଖନ୍ତୁ ନଚେତ କାଙ୍ଗାଳ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଆପଣ ଜାଣନ୍ତି ସମୟ ଏକ ଚକ୍ର ଯେପରି ଦନ ପରେ ରାତି ଆସିଥାଏ ସେପହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ । ସମୟର ଚକ୍ର ବା ଦୁଃଖ ସୁଖର ଚକ୍ର ଏପରି ଚାଲିଥାଏ ଯେପରି ଦୁଃଖର ସମୟ ବେସିଦିନ ରହି ନଥାଏ ସେହି ପରି ଆପଣଙ୍କର ସୁଖର ସମୟ ବେଶି ଦିନ ରହେନାହିଁ । ଯେଉଁ ମନୁଷ୍ୟ ର ସୁଖ ବା ଦୁଃଖର ସମୟ ଚାଲିଅଛି ସେ ଜୀବନ ର ପ୍ରତ୍ୟେକ ସୁଖ ଏବଂ ଖୁସି ପାଇଥାଏ, ଆମ ପୈରାଣିକ ପ୍ରଥା ମାନ୍ୟତା ଏବଂ ଶାସ୍ତ୍ରରେ ମଧ୍ୟ ଏହି ସମୟ ଚକ୍ର ବିଷୟରେ ଅନେକ କଥାମାନ ବର୍ଣ୍ଣିତ ରହିଅଛି । ଭଲ ସମୟ ଆସିବା ପୁର୍ବରୁ ଆପଣଙ୍କୁ କେତୋଟି ସଙ୍କେତ ମାଧ୍ୟମରେ ଜଣାଇ ଦେଇଥାଏ ସେହି ପରି କିଛି ଅଶୁଭ କାର୍ଯ୍ୟ ହେବା ପୁର୍ବରୁ ଆପଣଙ୍କୁ କିଛି ସଙ୍କେତ ମାଧ୍ୟମରେ ଜଣାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଭଲ ସମୟ ଆସିବା ପୂର୍ବରୁ ମିଳିଥିବା ଶୁଭ ସଙ୍କେତ ବିଷୟରେ

ପ୍ରଥମେ କେବେ କେବେ ଅଧିକ ରାତି ଯାଏ ବା ସାରା ରାତି ବିନା କାରଣ ରେ ନିଦ ଆସି ନଥାଏ ଏହି ଛୋଟ ସଙ୍କେତ ଟି ଆପଣଙ୍କର କୌଣସି ବଡ଼ ଇଚ୍ଛା ବହୁତ ଦିନ ଧରି ଆଶା କରିଥିବା କାର୍ଯ୍ୟ ପୁରଣ ହେବାର ଶୁଭ ସଙ୍କେତ ହୋଇଥାଏ ।

ଦ୍ୱିତୀୟରେ ରସକାଳର ନିଦ ସତେଜ ଏବଂ ମନରେ ଏକ ସକାରତ୍ମକ ଭାବ ସହିତ ଯଦି ନିଦ ଭାଙ୍ଗି ଥାଏ ତେବେ ଏହାକୁ ଶୁଭ ସଙ୍କେତ ହୋଇଥାଏ, ଆପଣ ଜାଣି ନିଅନ୍ତୁ କି ସେହି ଦିନ ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଜୀବନ ରେ ଚାଲୁଥିବା କୌଣସି ଗୋଟିଏ ବଡ଼ ସମସ୍ୟା ର ସମାଦାନ ସେହିଦିନ ହୋଇଥାଏ ।

ତୃତୀୟ ରେ ଘରୁ ବାହାରିବା ସମୟରେ ଜଳ ପୂର୍ଣ୍ଣ ବାଲଟି ବା କଳସ ଦେଖିବା କାର୍ଯ୍ୟରେ ସଫଳତା ଏବଂ ଉନ୍ନତିର ମାର୍ଗ ଖୋଲିଥାଏ ଏବଂ ଅନ୍ୟପଟେ ପାଣି ବାଲଟିରୁ ପାଣି ବାହାରୁ ଥିବା ଦେଖିଲେ ଏହା ଅଶୁଭ ହୋଇଥାଏ, ଏହା ଦ୍ୱାରା ଯାତ୍ରାରେ ବାଧା କାର୍ଯ୍ୟରେ ଅସଫଳିତ ହେବାର ଅଶୁଭ ସଙ୍କେତ ହୋଇଥାଏ ।

ଚତୃର୍ଥ ରେ ମହିଳା ଙ୍କ ଶରୀରର ବାମ ଭାଗ ଏବଂ ପୁରୁଷ ଙ୍କ ଶରୀରର ଡାହାଣ ଭାଗର ଗୋଡ ହାତ ଆଖି ଡେଇଁବାର ଅର୍ଥ ଶୁଭ ସମୟ ଆସିବାର ଜଣା ପଡିଥାଏ ଏବଂ ସଫଳତା ମାନସମ୍ମାନ ଅର୍ଜନ କରିବା ସହିତ ଆର୍ଥିକ ଦିଗର ପରିବର୍ତ୍ତନ ଶୁଭ ସଙ୍କେତ ହୋଇଥାଏ ।

ପଞ୍ଚମରେ ଘର ମଧ୍ୟରେ ଯେତେ ଧ୍ୟାନ ରଖିବା ପରେ ବି କ୍ଷୀର ଉତୁରି ଯିବା ଏକ ଶୁଭ ସଙ୍କେତ ହୋଇଥାଏ ଏବଂ ଘର ମଧ୍ୟକୁ କୌଣସି ମୂଲ୍ୟବାନ ଦ୍ରବ୍ୟ ଆସିପାରେ ।

Leave a Reply

Your email address will not be published. Required fields are marked *