କଳିଯୁଗ ଶେଷ ପରେ କିପରି ଆରମ୍ଭ ହେବ ସତ୍ୟ ଯୁଗ ,କଳିର ପ୍ରକୃତ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ଦର୍ଶକ ବନ୍ଧୁ ଆପଣମାନେ ତ ମହାଭାରତ ବିଷୟରେ ନିଶ୍ଚୟ ଜାଣିଥିବେ ହେଲେ ଆଜି ଆମେ ଆପଣଙ୍କୁ ପାଣ୍ଡବ କଳିଯୁଗର ମଣିଷ ବିଷୟରେ କିଛି ଏପରି କହିଥିଲେ ଯାହାକୁ ଶୁଣିଲେ ଆପଣମାନଙ୍କ ପାଦ ତଳୁ ମାଟି ଖସିଯିବ ।ଦୂର୍ଯୁଧନ କହି ଥିଲେ କଳିଯୁଗରେ ଏପରି ଲୋକ ଶାସନ କରିବେ ଯେଉଁମାନେ ଦୁଇ ଆଡୁ ଶୋଷଣ କରିବେ ମାନେ |

କହିବେ କିଛି ଆଉ କରିବେ ଆଉ କିଛି ତାହା ସହିତ ମନ ଭିତରେ ନିଜେ ଯେପରି ଧନୀ ହେବେ ସେ କଥା ଭାବୁଥିବେ |ଏପରି କିଛି ଲୋକ ଶାସନ କରିବେ ଯେଉଁ ମାନେ ନିଜେ ନିଜ ରାଜ୍ୟକୁ ବିକ୍ରୀକରି ନିଜ ସିନ୍ଦୁକ ଭାରିବାରେ ଲଗିଥିବେ।ଅର୍ଜୁନ କହି ଥିଲେ କଳିଯୁଗରେ ଏପରି କିଛି ଲୋକ ମଧ୍ୟ ଥିବେ |

ଯେଉଁ ମାନେ ନିଜକୁ ଜ୍ଞାନୀ ବ୍ୟକ୍ତି ବୋଲି କହିଥିବେ କିନ୍ତୁ ତାଙ୍କର ଏହି ଆଚରଣ ରାତି ହେବ ମାତ୍ରେ ରାକ୍ଷସ ପରି ହୋଇ ଯିବ ,ଏମାନେ ବିଦ୍ୱାନ ଓ ପଣ୍ଡିତ ବୋଲି ଜଣା ପଡୁ ଥିବେ ଯେ କେଉଁ ଲୋକ ଅଧିକ ପଇସା ଦେବ ଓ କେଉଁ ଲୋକ କମ୍ ପଇସା ଦେବ ମାନେ କଳିଯୁଗରେ ବିଦ୍ୱାନ ମାନେ ପବିତ୍ର ସହିତ ଅପଡ଼ିତ୍ର ମଧ୍ୟ ହୋଇ ଥିବେ

ଭୀମ କହିଲେ ଯେ ଗାଈ ନିଜ ବାଛୁରୀକୁ ଏପରି ଚଟୁଛି ବାଛୁରୀଟି ରକ୍ତରେ ଭିଜି ଯାଇଥାଏ ଏହାର ମାନେ ହେଉଛି କଳିଯୁଗରେ ମା ମାନଙ୍କର ମମତା ଏତେ ମାତ୍ରାରେ ବଢିଯିବ ଯେ ସେ ନିଜେ ନିଜ ପିଲାକୁ କର୍ମ କୋଢ଼ୀ ବା ଅଳସୁଆ କରିଦେବ ଏବଂ ଏହି କରଣଗୁଡ଼ିକ ଯୋଗୁ ଶେଷରେ ଦିନ ପୃଥିବୀ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *