ଗୁଜରାଟ ପାଇଁ କଳଙ୍କ କ୍ୟାପଟେନ ଗିଲ୍ ନିଜ ପଡ଼ିଆରେ ଦିଲ୍ଲୀ ଠାରୁ ଲଜ୍ଜ୍ୟାଜନକ ଭାବରେ ହାରିଲା ଗୁଜରାଟ

ନିଜ ଘରୋଇ ଷ୍ଟାଡିୟମରେ ଅତି ଲଯ୍ୟ ଜନକ ଭାବରେ ପରାଜିତ ହୋଇଛି ଗୁଜୁରାଟ ଜିତିଲା ଦିଲ୍ଲୀ ବିଗିଡ଼ିଲା ପଏଣ୍ଟ ଟେବୁଲ୍ ଗଣିତ । ହଁ ଦର୍ଶକ ବନ୍ଧୁ ଗତ କଳି ଅନୁଷ୍ଠିତ ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ହୋଇଥିବା ମ୍ୟାଚରେ ଗୁଜୁରାଟ ଅତି ଲଜ୍ଜ୍ୟା ଜନକ ଭାବରେ ପରାଜୟ ହୋଇଛି ବୋଲର ଙ୍କ ଘାତକ ବୋଲିଂ ବଳରେ ଚଳିତ ବର୍ଷ ତୃତୀୟ ବିଜୟ ହାସଲ କରିଛି |

ଦିଲ୍ଲୀ ଅନ୍ୟ ପଟେ ଚତୁର୍ଥ ପରାଜୟ ଭିଗିଛି ଗୁଜୁରାଟ ତେବେ ଘରୋଇ ମଇଦାନରେ ଦିଲ୍ଲୀ କ୍ୟାପିଟାଲସ୍ ଙ୍କ ବୋଲର ଙ୍କ ସାମ୍ନାରେ ଆତ୍ମସମର୍ପଣ କରି ଗୁଜୁରାଟ ୮୯ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ତାପରେ ଦିଲ୍ଲୀ ତାର ବିସ୍ଫୋରକ ବ୍ୟାଟିଂ ବଳରେ ୬ ଓଭର ରେ ଖେଳ ସମାପ୍ତ କରି ବିଜୟ ପତାକା ହାସଲ କରିଥିଲା ।

ତେବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ଯାହା ଫଳରେ GT ଅଧିକ ରନ୍ ସଂଗ୍ରହ କରି ପାରିନଥିଲା ତେବେ ଏହି ମ୍ୟାଚ୍ ପରେ ଦିଲ୍ଲୀ କ୍ୟାପିଟାଲ ପଏଣ୍ଟ ଟେବୁଲ୍ ୬ ତମ ସ୍ଥାନରେ ଥିବ ବେଳେ ଗୁଜୁରାଟ ୭ ତମ ସ୍ଥାନକୁ ଖସି ଯାଇଛି ।

Leave a Reply

Your email address will not be published. Required fields are marked *