Anuchinta: ସକାଳୁ ଉଠି ଏହି ଗୋଟିଏ କଥା ପାଟିରେ କହିଦେଲେ ସମସ୍ତ ଇଛା ବା ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ।

୧. ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠାଖାଦ୍ୟ ଖାଇବା ଉଚିତ୍ ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୨. ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡ଼ରୁମ୍ ଭଲଭାବେ ସଫାକରିବା ଉଚିତ୍ ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରହୋଇଥାଏ ।

୩. ରୋଷେଇ ଘରେ ଗୋଟି ମାଟିପାତ୍ରରେ ମହୁରଖ୍ ତାକୁବ୍ୟବହାର କରିବାଉଚିତ୍ ଏହାଦ୍ବାରା ବୈବାହିକ ଜୀବନରେ ମଧୁରତା ଆସିଥାଏ।

४. ଯଦି ଘରେ ବାସ୍ତୁଦୋଷ ଦୂରହେଲା ପରେବି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥାଏ ତେବେ ଉଭୟ ସୋମବାର ଦିନ ଦୁଇମୁଖୀରୁଦ୍ରାକ୍ଷ ପିନ୍ଧିବାଦ୍ବାରା ତାହା ଦୂରହୋଇଥାଏ ।

୫. ପ୍ରତ୍ୟେକଦିନ ସ୍ବାମୀ ସ୍ତ୍ରୀ ଉଭୟ ଓମ୍ ନମଃ ଶିବାୟ ମନ୍ତ୍ର ଜପକରିବା ଦ୍ବାରା ସମସ୍ତ ଅଭାବ ଅସୁବିଧା ଦୂରହୋଇ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ।

୬. ଘରେ କେବେବି ଲୁହା ଖଟରେ ଶୋଇବା ଉଚିତ୍ ନୁହେଁ ଏହାଦ୍ବାରା ସ୍ଯା ଦାମ୍ପତ୍ୟ ଜୀବନ ବନରେ ବିଭିନ୍ନ ସମସ ଦେଖାଦେଇଥାଏ ।

୭. ଘରର ଦକ୍ଷିଣ ପଶ୍ଚିମ କୋଣରେ ବେଡ଼ରୁମ କରିବା ଉଚିତ୍ ଏହାଦ୍ବାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଥାଏ ।

୮. ଶୋଇବା ଘରେ ବେଡ଼ ପାଖରେ କିଛି ଧଳାଫୁଲର ଫଟ ରଖିବାଦ୍ବାରା ବୈବାହିକ ଜୀବନରେ ସୁଖ ସୌଭାଗ୍ୟ ଆସିଥାଏ ।

୯. ସ୍ତ୍ରୀ ଲୋକଙ୍କ ମେକପ୍ ସାମଗ୍ରୀ କେବେବି ବେଡ଼ରୁମ୍ ବ୍ୟତିତ ଅନ୍ୟ କେଉଁଘରେ ରଖିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ।

୧୦. ସ୍ବାମୀ ସ୍ତ୍ରୀଙ୍କ ବେଡ଼ରୁମ୍ ଠିକ୍‌ ଉପରେ ଯଦି ପାଣିଟାଙ୍କି ରହିଥାଏ ତେବେ ସେମାନଙ୍କ ଇଥ‌ିବା ସମ୍ପର୍କ ଟ ସମ୍ପର୍କ ଖରାପ ମଧ୍ୟରେଥ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *