ଜି ସାର୍ଥକରେ ଅଭିନୟ କରୁଥିବା ସବୁ ହିରୋ ମାନଙ୍କ ପ୍ରକୃତ ଜୀବନ ସାଥି ଆପଣମାନେ ଦେଖିଛନ୍ତି କି ,ସବୁଠୁ ଅଧିକ ସୁନ୍ଦରୀ ଏହି Hero ଙ୍କ ସ୍ତ୍ରୀ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ଦମଦାର ଆକ୍ଟିଙ୍ଗ କରୁଥିବା ହିରୋ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ |ମାତ୍ର ଆପଣମାନେ କଣ ଏମାନଙ୍କ ରିଏଲ ଲାଇଫ ପାର୍ଟନରଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ଶ୍ରୀ ସିରିଏଲର ମୁଖ୍ୟ ଅଭିନେତା ରାଜ ବା ହରିହର ଦାସ ହରିହରଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ |ଡ୍ୟାନ୍ସ ମାଷ୍ଟର ହରିହର ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି ତେବେ ଇଏ ହେଉଛନ୍ତି ହରିହରଙ୍କ ସ୍ତ୍ରୀ ଯାହାଙ୍କ ପ୍ରକୃତ ନାମ ହେଉଛି ସ୍ଥିତି ପ୍ରଜ୍ଞା ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ମୁଖ୍ୟ ଅଭିନେତା ସମ୍ବିତ ବା ଜ୍ୟୋତି ପ୍ରକାଶ ତେବେ ଜ୍ୟୋତି ପ୍ରକାଶ ଓଲିଉଡ଼ର ଜଣେ ଆଗ ଧାଡ଼ିର କଳାକାର ଅଟନ୍ତି ତେବେ ଜ୍ୟୋତି ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ସେ ନିଜ କ୍ୟାରିୟର ଉପରେ ଫୋକସ କରୁଛନ୍ତି |

ଏହା ପରେ ତୃତୀୟ ନମ୍ବରରେ ଆସୁଛନ୍ତି ଆପଣଙ୍କ ଅତି ପ୍ରିୟ ଅଭିନେତା ଏଜେ ଯିଏ କି ତୁ ଖରା ମୁଁ ଛାଇ ସିରିଏଲରେ ଦମଦାର ଆକ୍ଟିଙ୍ଗ କରି ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି ତେବେ ଇଏ ହେଉଛନ୍ତି ରଞ୍ଜନଙ୍କ ଗାର୍ଲ ଫ୍ରେଣ୍ଡ ଯାହାଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା ଦୁହେଁ ବହୁ ବର୍ଷ ହେଲା ପରସ୍ପରଙ୍କୁ ଡେଟ କରି ଆସୁଛନ୍ତି |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଡ୍ୟାନ୍ସର ଅଭିନେତା ନିଲ ପଣ୍ଡା ଯିଏ କି ଲିଡ ହିରୋ ମାନସ ଭୂମିକାରେ ମଧୁର ସଂସାର ସିରିଏଲରେ ନଜର ଆସିଛନ୍ତି ନିଲ ପଣ୍ଡା ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଡେଟ କରୁ ନାହାଁନ୍ତି |

ଏହା ପରେ ପଞ୍ଚମରେ ଆସୁଛନ୍ତି ତୁ ମୋର ସାଥୀର ସିରିଏଲର ମୁଖ୍ୟ ହିରୋ ଅମ୍ବର ବା ଶ୍ରୀଜିତ ମହାପାତ୍ର ତେବେ ଶ୍ରୀଜିତ ରିଏଲ ଲାଇଫରେ ମ୍ୟାରେଜ କରି ସାରିଛନ୍ତି ଏବଂ ଇଏ ହେଉଛନ୍ତି ଶ୍ରୀଜିତଙ୍କ ସ୍ତ୍ରୀ ଯାହାଙ୍କ ପ୍ରକୃତ ନାମ ହେଉଛି ନିହାରିକା ଦାସ |

ଏହା ପରେ ଷଷ୍ଠରେ ଆସୁଛନ୍ତି ଲୋକପ୍ରିୟ ଅଭିନେତା ମାନସ ମହାପାତ୍ର ଯିଏ କି ସୁନା ଝିଅ ସିରିଏଲର ଲିଡ ହିରୋ ବିଷ୍ନୁ ଭୂମିକାରେ ନଜର ଆସୁଛନ୍ତି ତେବେ ମାନସ ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି |

Leave a Reply

Your email address will not be published. Required fields are marked *