School ଛୁଟିକୁ ନେଇ ସରକାର କଲେ ବଡ଼ ଘୋଷଣା ,ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ ଏବଂ କଲେଜ ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ରାଜ୍ୟରେ ହେବାକୁ ଯାଉଛି ସ୍କୁଲ ଏବଂ କଲେଜ ଛୁଟି ହେଲେ କାହିଁକି କଲେଜ ଏବଂ ସ୍କୁଲ ଛୁଟି ହେବ ଏବଂ କେତେ ଦିନ ଆଉ କଲେଜ ଛୁଟି ହେବ ଏବଂ କେତେ ଦିନ ଆଉ କଲେଜ ସ୍କୁଲ ଛୁଟି ଦିଆଯିବ ଏନେଇ ଯାହା ବି କିଛି ନୂଆ ସୂଚନା ଆସିଛି |

ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ବର୍ତ୍ତମାନ ଆପଣ ସ୍କ୍ରିନରେ ଦେଖି ପାରୁଥିବେ ଡାଇରେକ୍ଟର ଏଲିମେଣ୍ଟର ଏଜୁକେସନ ଅଫ ଓଡ଼ିଶା ପକ୍ଷରୁ ଆସିଥିଲା ହଲି ଡେ ଲିଷ୍ଟ 14 ନମ୍ବର ଏପ୍ରିଲ 17 ତାରିକ ଆଜି ପବିତ୍ର ରାମନବମୀ ହୋଇଥିବାରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି |

ଆଜି ଦିନରେ ପ୍ରତ୍ୟକ ରାଜ୍ୟରେ ସବୁ ଜିଲ୍ଲା ଗୁଡ଼ିକରେ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି |ତେବେ ବର୍ତ୍ତମାନ ସ୍କୁଲ ଛୁଟିକୁ ନେଇ ଯାହାବି ଅପଡେଟ ଥିଲା ଆମେ ଆପଣଙ୍କୁ ଜଣାଇ ଦେଲୁ ଆପଣ ଏହି ଖବରଟିକୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ସେୟାର କରିଦିଅନ୍ତୁ |

Leave a Reply

Your email address will not be published. Required fields are marked *