Chanakya Neeti : ଚରିତ୍ରହିନ ନାରୀକୁ ଚିହ୍ନିବାର ଏହି ସବୁ ସଙ୍କେତ ,ଅବିବାହିତ ପୁରୁଷ ଜାଣିରଖନ୍ତୁ ନଚେତ ପଛରେ ପସ୍ତାଇବେ

ନମସ୍କାର ଦର୍ଶକବନ୍ଧୁ ନାରୀଶକ୍ତି ମଧ୍ୟରେ ଏମିତି ଶକ୍ତିଥାଏ ଯାହା ଆଗରେ ସାରା ଦୁନିଆ ମୁଣ୍ଡ ନୁଆଁଇ ଥାଏ। ନାରୀକୁ ଭଲ ଖରାପ ଏବଂ ତାର ଚରିତ୍ର ଉପରେ ସନ୍ଦେହ କରିବା ସବୁଠୁ ବଡ଼ ପାପ ଅଟେ କିନ୍ତୁ ପ୍ରସିଦ୍ଧ ଧର୍ମ ଗ୍ରନ୍ଥ ଅନୁସାରେ ନାରୀରର ସଙ୍ଗୀତରେ ଶୁଭ ଏବଂ ଅଶୁଭ ଗୁଣ ବିଷୟରେ ଉଲ୍ଲେଖ ଅଛି କିନ୍ତୁ ଆମର କିମ୍ବା କୌଣସି ବ୍ୟକ୍ତିର ଅଧିକାର ନାହିଁ କୌଣସି ମହିଳାଙ୍କ ବିଷୟରେ କିଛିବି ଆପେକ୍ଷ କରି କହିବା |ତେବେ ଆସନ୍ତୁ ଗ୍ରନ୍ଥ ଅନୁସାରେ କୁହାଯାଉଥିବା ମହିଳାଙ୍କ ଚରିତ୍ର ବିଷୟରେ କିଛି କଥା ଆଲୋଚନା କରିବା। ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ବିଷୟରେ ବିଶ୍ୱାସ କରନ୍ତି ତାହେଲେ ଏହା ଉପରେ ମଧ୍ୟ ବିଶ୍ୱାସ ରଖି ଜାଣନ୍ତୁ ।

ସେମିତି ଡେଙ୍ଗା ମଣିଷଙ୍କ ଓଠର ଉପର ସ୍ତରରେ ଅଧିକ କେଶ ଥିଲେ ଏହା ତାର ସ୍ୱାମୀ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ ସାଥିରେ ଏହା ବି ଉଲ୍ଲେଖ ଅଛି ଯେଉଁ ମହିଳା ଅଧିକ ରାଗି ଏବଂ ଲଢେଇ ଝଗଡା କରିଥାନ୍ତି ସେମାନେ ବି ନିଜ ସ୍ୱାମୀଙ୍କୁ ଧୋକା ଦେଇପାରନ୍ତି।ଏଭଳି ମହିଳା ଠାରୁ ସର୍ବଦା ଦୂରେଇ ରହିବା ଉଚିତ

ଆଉ ଏକ କଥା ହେଲା ଯେଉଁ ମହିଳାଙ୍କ କାନରେ ଅଧିକ ଚୁଟି ଥାଏ ସେମିତି ମହିଳାଙ୍କ କାରଣରୁ ଘରେ ସର୍ବଦା ଲଢେଇ ଝଗଡା ହୋଇଥାଏ। ଘରର ପରିବେଶ ଏମାନଙ୍କ ପାଇଁ ଖରାପ ହୋଇଥାଏ ଏମାନେ ନିଜ ସ୍ୱାମୀଙ୍କୁ କେବେ ହେଲେ ନିଜ ଆଖିରେ ଦେଖି ପାରନ୍ତି ନାହିଁ

ଏହା ବ୍ୟତୀତ ଯେଉଁ ମହିଳାଙ୍କ ଦାନ୍ତ ମୋଟା ଏବଂ ଓଠର ଉପରକୁ ଆସିଥାଏ ଏମିତି ମହିଳାଙ୍କୁ ନିଜ ଜୀବନରେ ବହୁତ ଦୁଃଖର ସାମ୍ନା କରିବାକୁ ପଡିଥାଏ ଏଭଳି ମହିଳା ଯେକୌଣସି କାର୍ଯ୍ୟକୁ କଠିନତାର ସହିତ ସାମ୍ନା କରିବାକୁ ପଡ଼ିଥାଏ |

Leave a Reply

Your email address will not be published. Required fields are marked *