ବାଛନ୍ତୁ ନିଜର ଜନ୍ମମାସର ପ୍ରଜାପତି ଆଉ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ,ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ବାଛନ୍ତୁ ନିଜ ଜନ୍ମ ମାସର ପ୍ରଜାପତି ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ଏବଂ ରହସ୍ୟ ପ୍ରଜାପତି ଦେଖିବା ଅତ୍ୟନ୍ତ ଶୁଭ ବିଚାର କରାଯାଏ ଏହା ଯେବେ ଆକାଶରେ ଉଡ଼ି ଥାଆନ୍ତି ବହୁତ ସୁନ୍ଦର ଦେଖାଯାଆନ୍ତି ଏମାନେ କେବେ ଫୁଲ ତ ପତ୍ରରେ ବସି ଥାଆନ୍ତି ବେଳେବେଳେ ଖୋଲା ଆକାଶର ଆନନ୍ଦ ନେଇଥାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପ୍ରଜାପତି ଆପଣଙ୍କ ଜୀବନର ପରିଚୟ ମଧ୍ୟ ଦେଇଥାଆନ୍ତି ପ୍ରତ୍ୟକ ମାସକୁ ଦର୍ଶାଉ ଥିବା କିଛି ନିର୍ଦିଷ୍ଟ ପ୍ରଜାପତି ହୋଇଥାଆନ୍ତି ସମସ୍ତ ଦେଶ ମାନଙ୍କରେ ପ୍ରଜାପତିଙ୍କୁ ଆଶା ଏବଂ ପରିବର୍ତ୍ତନର ସୂଚକ ରୂପେ ଦେଖା ଯାଇଥାଏ କିଛି ପ୍ରଜାପତି ଏପରି ହୋଇଥାଆନ୍ତି ଯିଏ କି ଆମ ମାନଙ୍କ ବ୍ୟବହାର ଚରିତ୍ର ଏବଂ ଭବିଷ୍ୟତକୁ ନେଇ କିଛି ସଙ୍କେତ ମଧ୍ୟ ପ୍ରଦାନ କରିଥାଆନ୍ତି କିଛି ଏପରି ସୂଚନା ଦେଇଥାଆନ୍ତି ଯାହା ବିଷୟରେ ଆମକୁ ମଧ୍ୟ ଜଣା ନଥାଏ ଆପଣ ଏହି ପ୍ରଜାପତି ମାନଙ୍କ ମଧ୍ୟରୁ ନିଜ ଜନ୍ମ ମାସର ପ୍ରଜାପତି ବାଛନ୍ତୁ ନିଜ ଭବିଷ୍ୟତ ଏବଂ ନିଜ ବିଷୟରେ ଲୁଚି ରହିଥିବା କିଛି ରହସ୍ୟ ମାନ ଜାଣନ୍ତୁ |ପ୍ରଥମେ ଆସନ୍ତୁ ଜାଣିବା ଜାନୁଆରୀ ମାସ ଜନ୍ମ ପ୍ରଜାପତି ବିଷୟରେ

ଜାନୁଆରୀ ମାସ – ଆପଣ ଉଦାର ପ୍ରକୃତିର ହୋଇଥାଆନ୍ତି ଏହି ଲୋକମାନେ ମିତ୍ର କରିବାରେ ସବୁଠାରୁ ଆଗରେ ରହିଥାଆନ୍ତି କାହାକୁ ମିତ୍ର କରିବାରେ ସହଜରେ ସଫଳ ହୋଇପାରନ୍ତି ସମସ୍ତେ ଆପଣଙ୍କ ଆଶାବାଦୀ ଏବଂ ସକରାତ୍ମକ ବ୍ୟବହାରର ପ୍ରଶଂସା କରିଥାଆନ୍ତି ଆପଣ ଗୋଟିଏ ପ୍ରଜାପତି ଭଳି ସୁନ୍ଦର ଏବଂ ଖୋଲା ପ୍ରଭୃତିର ହୋଇଥାଆନ୍ତି ଆପଣ ନିଜ ଆଖ ପାଖରେ ସମସ୍ତଙ୍କୁ ଖୁସିରେ ରଖିଥାଆନ୍ତି କିନ୍ତୁ ଆପଣ ଆପଣଙ୍କ ଗୁଣ ବିଷୟରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଆପଣଙ୍କ ଉପରେ ଏହି କଥା ଏକଦମ ସତ୍ୟ ଅଟେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଅନ୍ୟ ଲୋକ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାଆନ୍ତି |

ଫେବୃଆରୀ ମାସ -ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ କିଛି ଏପରି ପ୍ରଭାବଶାଳୀ ହୋଇଥାଆନ୍ତି ଯେବେ ଯେକୌଣସି ଭିଡ଼ ଭିତରେ ରହିଥିବା କୌଣସି ଗୃହରେ ପ୍ରବେଶ କରିଥାଆନ୍ତି ତ ସମସ୍ତଙ୍କ ଧ୍ୟାନ ଏମାନଙ୍କ ଆଡ଼କୁ ଟାଣି ହୋଇଯାଏ |ଆପଣଙ୍କ ଆତ୍ମବିଶ୍ଵାସ ଏତେ ଶକ୍ତିଶାଳୀ ହୋଇଥାଏ କେହିବି ଆପଣଙ୍କ ଠାରୁ ଆଖି ଫେରାଇ ପାରନ୍ତି ନାହିଁ ସମସ୍ତଙ୍କ ଧ୍ୟାନ ଆପଣଙ୍କ ଉପରେ ହିଁ ରହିଥାଏ ଲୋକେ ଆପଣଙ୍କ ଆତ୍ମବିଶ୍ଵାସରେ ଏତେ ପ୍ରଭାବିତ ହୋଇଥାଆନ୍ତି କେହିବି ଆପଣଙ୍କ ମିତ୍ର ହୋଇନଥାନ୍ତୁ ପଛେ ସେ ବି ଆପଣଙ୍କୁ ପସନ୍ଦ କରିବାକୁ ଲାଗି ଥାଆନ୍ତି |

ମାର୍ଚ୍ଚ ମାସ -ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କୌଣସି ସଠିକ ପରିସ୍ଥିତିରୁ ବାହାରିବା ସଠିକ କୌଶଳ ଜଣା ନଥାଏ କିନ୍ତୁ ଆପଣ କେବେବି ହାର ମାନନ୍ତି ନାହିଁ ଏହି ବ୍ୟକ୍ତିତ୍ୱ ଆପଣଙ୍କୁ ସର୍ବଦା ସଫଳତା ଆଡ଼କୁ ନେଇ ଯାଇଥାଏ |ଆପଣଙ୍କ ମନର ଉତ୍ସାହ ଆପଣଙ୍କୁ ଆଗକୁ ନେଇଯାଏ ଆପଣ ଦୃଢ଼ ବ୍ୟକ୍ତିତ୍ୱର ମାଲିକ ଅଟନ୍ତି ଆପଣ ନିଜ ଜୀବନକୁ ବହୁତ ସୁଖପୂର୍ଣ୍ଣରେ ବିତାଇବାକୁ ବିଶ୍ୱାସ ରଖିଥାଆନ୍ତି |

ଏପ୍ରିଲ ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଭାବୁକ ହୋଇଥାନ୍ତି ଏବଂ ଏହି କଥା ସେମାନେ କାହାଠାରୁ ଗୁପ୍ତ ମଧ୍ୟ ରଖନ୍ତି ନାହିଁ। ଏହା ସହିତ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଯାହାକୁ ଜୀବନ ରେ ଭଲ ପାଇଥାନ୍ତି ତା ସହିତ ଜୀବନ ସାରା ଏକତ୍ର ହୋଇ ରୁହନ୍ତି।

ମଇ ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ଗମ୍ଭୀର ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାରେ ତତ୍ପର ରୁହନ୍ତି। ଏମାନଙ୍କ ଏହି ଖାସ ଗୁଣ ଲୋକମାନେ ବହୁତ ପସନ୍ଦ କରନ୍ତି

ଜୁନ ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବ ର ହୋଇଥାନ୍ତି।ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟ ମଧ୍ୟରେ ଥିବା ବିଶେଷ ଗୁଣ କୁ ଜାଣି ପାରନ୍ତି।ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜଣେ ଭଲ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି।

ଜୁଲାଇ ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି ଏହି ବ୍ୟକ୍ତି ମାନେ ବାହାରୁ ରୁଷ୍ଟ ଜଣା ଯାଉଥିଲେ ମଧ୍ୟ ଭିତରୁ ଅତ୍ୟନ୍ତ କୋମଳ ଅଟନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଅଧିକ ଭାବ ପ୍ରବଣତା ରହିଥାଏ ଏବଂ ଏମାନେ ସର୍ବଦା ଅନ୍ୟ ର ସାହାଯ୍ୟ କରନ୍ତି।

ଅଗଷ୍ଟ ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ କେବେବି ଅନ୍ୟର ଭରସା ରେ ରୁହନ୍ତି ନାହିଁ ଏବଂ ସର୍ଵଦା ନିଜର ମନୋବଳ ରେ ହିଁ ବିଶ୍ୱାସ ରଖନ୍ତି। ଏହି ବ୍ୟକ୍ତି ମାନେ ଭିଡ଼ ମଧ୍ୟରେ ବି ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।

ସେପ୍ଟେମ୍ବର ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଜିଜ୍ଞାସୁ ବ୍ୟକ୍ତିତ୍ବର ଅଟନ୍ତି ଏହି ବ୍ୟକ୍ତି ମାନଙ୍କ ବିଚାର କରିବାର କ୍ଷମତା ଅଦ୍ଭୁତ ହୋଇଥାଏ ଏବଂ ଏମାନେ ସର୍ଵଦା ଖୋଲା ଆଖିରେ ସ୍ୱପ୍ନ ଦେଖନ୍ତି ଏବଂ ଯେ କୌଣସି ଉପାୟ ରେ ତା’କୁ ପୂର୍ଣ୍ଣ କରନ୍ତି।

ଅକ୍ଟୋବର ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଜୀବନର ଯେ କୌଣସି ପରିସ୍ଥିତିର ସାମ୍ନା ଅତି ସହଜରେ କରିଥାନ୍ତି। ଏମାନେ କଠିନ ପରିଶ୍ରମୀ ହୋଇଥାନ୍ତି ଏହି ବ୍ୟକ୍ତି ମାନେ ଜଣେ ସହଯୋଗୀ ବ୍ୟକ୍ତିତ୍ବ ଅଟନ୍ତି

ନଭେମ୍ବର ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ସ୍ୱଭାବ ସମ୍ବନ୍ଧରେ କୌଣସି ବ୍ୟକ୍ତି ମଧ୍ୟ ଜାଣି ପାରି ନଥାନ୍ତି। ଏମାନେ ନିଜ ଜୀବନରେ କଣ କରିବାକୁ ଚାହିଁଥାଆନ୍ତି ତାହା କେବଳ ସେମାନେ ହିଁ ଜାଣିଥାନ୍ତି। ଏମାନେ ଆକାଶ ଛୁଆଁ ସ୍ୱପ୍ନ ଦେଖିଥାନ୍ତି ଏବଂ ଅନ୍ୟ ପକ୍ଷରେ ନିଜର ପାଦକୁ ପୃଥିବୀ ପୃଷ୍ଠ ରେ ଜମାଇ ରଖନ୍ତି। ଏମାନଙ୍କ ଏହି ଅଦ୍ଭୁତ ସ୍ୱଭାବ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି।

ଡିସେମ୍ବର ମାସ – ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଏପରି ସ୍ୱଭାବର ମାଲିକ ହୋଇଥାନ୍ତି ଯାହା ସେମାନଙ୍କୁ ସଫଳତା ମାର୍ଗ ରେ ଅଗ୍ରସର କରିଥାଏ। ଏମାନେ ସର୍ଵଦା ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି। ଜୀବନ ରେ ସର୍ଵଦା ଅଧିକ ଆଶା ରଖିଥାନ୍ତି ଏଥିପାଇଁ ଏହି ବ୍ୟକ୍ତି ମାନେ ପରିଶ୍ରମ ମଧ୍ୟ କରିଥାଆନ୍ତି ଏମାନଙ୍କ ଏହି ସ୍ୱଭାବ ଅନ୍ୟ ମାନେ ବହୁତ ପସନ୍ଦ କରିଥାଆନ୍ତି।

Leave a Reply

Your email address will not be published. Required fields are marked *