P ନାମର ଥିବା ଲୋକମାନଙ୍କ ବିଷୟରେ କିଛି ଖାସ କଥା ଆପଣଙ୍କ ଗୁଣ ଏବଂ ପ୍ରେମ ମୟ ଜୀବନ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଇଂରାଜୀ ବର୍ଣ୍ଣମାଳା ର 16 ନଂ ଅକ୍ଷର ଅଟେ P ଯଦି କୌଣସି ଝିଅ ବା ପୁଅଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଏପରି ବ୍ୟକ୍ତି ଦେଶ ଦୁନିଆ ଘର ପରିବାର ସମସ୍ତଙ୍କ ଦାୟିତ୍ୱ ନେଲାଭଳିଆ ମଣିଷ ହୋଇଥାନ୍ତି | ଏମାନେ ବହୁତ ଦୟାଳୁ ପ୍ରକୃତି ର ହୋଇଥାନ୍ତି ଓ ଆବଶ୍ୟକ ପଡିଲେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି | P ଅକ୍ଷର ଥିବା ବ୍ୟକ୍ତି ର ପର ଉପକାର ର ଭାବନା ଅଧିକ ରହିଥାଏ |

ଘର ପରିବାର ବନ୍ଧୁବାନ୍ଧବ ଙ୍କର ଏମାନେ ସମ୍ପୂର୍ଣ ଭାବରେ ଧ୍ୟାନ ରଖିଥାନ୍ତି ଓ ପ୍ରତ୍ୟେକ କାମକୁ ଭଲଭାବରେ କରିଥାନ୍ତି |ଏମାନଙ୍କ ପାଇଁ ନିଜର ମାନ ସାନମାନ ସବୁଠୁ ବଡ ହୋଇଥାଏ | ଯେଉଁଥିପାଇଁ ଏମାନେ କିଛି ଭି ତ୍ୟାଗ କରିବାକୁ ପ୍ରସ୍ତୁତ ରହିଥାନ୍ତି | P ଅକ୍ଷରର ବ୍ୟକ୍ତିମାନେ ଯା ଇଚ୍ଛା କରନ୍ତି ତାହା କୌଣସି ପରିସ୍ଥିତିରେ ମଧ୍ୟ କରିବାକୁ ପସନ୍ଦ କରିଥାନ୍ତି |

ସେଥିପାଇଁ ଏପରି ବ୍ୟକ୍ତି ଙ୍କୁ ଲାକମାନେ ଜିଦିଖୋର ବୋଲି ଭାବନ୍ତି | ସବୁଆଡ଼କୁ ଦେଖି ଯଦି କହିବା ତ ଏପରିଲକ ବହୁତ ସଚୋଟ ଓ ଅନୁଶାସନ ପ୍ରିୟ ହୋଇଥାନ୍ତି |ଏମାନଙ୍କର ସମାଜରେ ଏକ ଅଲଗା ସ୍ଥାନ ରହିଥାଏ | ପ୍ରାୟତଃ ଆମେ ଦେଖିଥାଉ ଯେ ଏହି ନାମର ବ୍ୟକ୍ତିମାନେ ତାଙ୍କ ଜୀବନରେ ସଫଳ ହିଁ ହୋଇଥାନ୍ତି | ଏପରି ଲୋକମାନେ ସର୍ବଦା ନିୟମ ମାନି ଚାଲିଥାନ୍ତି |

ଏମାନେ ପ୍ରାୟତଃ ଏମାନେ ବାପା ମା ଙ୍କ ଇଛା ରେ ବିବାହ କରିଥାନ୍ତି | ଭଲପାଇ ବିବାହ କରିବା ଉପରେ ଏମାନେ ବିଶ୍ୱାସ ରଖିନଥାନ୍ତି | ତଥାପି ଯାହାକୁ ଏମାନେ ଭଲପାଇଥାଆନ୍ତି ସେମାନଙ୍କୁ ହୃଦୟର ସହ ଭଲପାଇ ଥାନ୍ତି | କିନ୍ତୁ ଏମାନେ ଯାହା ଇଛା ରଖିଥାନ୍ତି ବେଳେ ବେଳେ ତାଙ୍କୁ ବିପରୀତ ଫଳ ମଧ୍ୟ ମିଳିଥାଏ ଓ ବହୁତ ଚତୁର ହୋଇଥାନ୍ତି ଓ ଏମାନଙ୍କର କ୍ଷମତା କୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି |

Leave a Reply

Your email address will not be published. Required fields are marked *