ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଖୁସି ଖବର ,ଖୁବ ଶୀଘ୍ର ମିଳିବାକୁ ଯାଉଛି କିଷାନ ଯୋଜନାର ଆଗାମୀ କିସ୍ତି ଶୀଘ୍ର କରିଦିଅନ୍ତୁ ଏହି କାମ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ବହୁତ ଜଲ୍ଦି ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ଆଗାମୀ କିସ୍ତି ଚାଷୀ ମାନଙ୍କୁ ମିଳିବାକୁ ଯାଉଛି କିଷାନ ଯୋଜନାର 2,000 ଟଙ୍କା ଚାଷୀ ମାନଙ୍କୁ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଦେବାକୁ ଯାଉଛୁ |କେନ୍ଦ୍ର ସରକାର କୃଷକ ମାନଙ୍କୁ କିଷାନ ସମାନିଧି ଯୋଜନାରେ ତିନୋଟି କିସ୍ତିରେ ବର୍ଷକୁ 6,000 ଟଙ୍କା ଦେଇଥାଆନ୍ତି |ଆଉ ଏବେ ଏବେ ଅପଡେଟ ମୁତାବକ ବହୁତ ଜଲ୍ଦି ମିଳିବାକୁ ଯାଉଛି |

କିଷାନ ଯୋଜନାର 17 ତମ କିସ୍ତିର ଟଙ୍କା କିନ୍ତୁ ଆପଣ ଯଦି ଏହି ଗୋଟିଏ ଭୁଲ କରିବେ ଆପଣଙ୍କୁ 17 ତମ କିସ୍ତି ଟଙ୍କା ମିଳିବ ନାହିଁ |କେନ୍ଦ୍ର ସରକାର କୃଷକଙ୍କ ଲାଗି ବହୁତ ଯୋଜନା ପରିଚାଳନା କରୁଛନ୍ତି ଏଥି ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନା ଏହି ଯୋଜନା ସରକାର 2019 ରେ ଆରମ୍ଭ କରିଥିଲେ ଏହି ଯୋଜନା ଜରିଆରେ କୃଷକଙ୍କୁ କେନ୍ଦ୍ର ସରକାର ସିଧା ଆର୍ଥିକ ଲାଭ ମଧ୍ୟ ମିଳି ପାରୁଛି ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ 16 ତମ କିସ୍ତି ଟଙ୍କା ଜାରି ହୋଇ ସାରିଛି |

17 ତମ କିସ୍ତି ଟଙ୍କା ଆସିବା ବାକି ରହିଛି କିନ୍ତୁ ଆପଣ ଯଦି ଏହି ଗୋଟିଏ ଭୁଲ କରୁଛନ୍ତି ତେବେ ଆପଣଙ୍କ ନାଁ କିଷାନ ସମାନିଧି ଯୋଜନାରେ କଟି ଯାଇପାରେ କିଛି ଅଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନାର ଲାଭ ଉଠାଉଛନ୍ତି ଏବେ ସରକାର ଏପରି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଆବେଦନକୁ ଖାରଜ ମଧ୍ୟ କରି ଦେଉଛନ୍ତି ଯଦି ଆପଣ ଚାହୁଁଛନ୍ତି |

ଆପଣଙ୍କ ଆଗାମୀ ରାଶି ଆକାଉଣ୍ଟକୁ ଠିକ ସମୟରେ ଆସୁ ତେବେ ଆପଣଙ୍କୁ ତୁରନ୍ତ E -KYC କରିବାକୁ ପଡ଼ିବ ଯେଉଁ ମାନେ ଏପର୍ଯ୍ୟନ୍ତ E-KYC ଦେଇ ନାହାଁନ୍ତି ସେମାନଙ୍କ ନାଁ ଆଗାମୀ କିସ୍ତିରୁ କାଟି ଦିଆଯିବ ଅର୍ଥାତ କହିବାକୁ ଗଲେ ଆପଣଙ୍କୁ କିଷାନ ଯୋଜନାର 17 ତମ କିସ୍ତିର ଟଙ୍କା ମିଳିବ ନାହିଁ |

ସେହିପରି ଆପଣ ଆବେଦନ ପତ୍ର ଭରିଲା ବେଳେ କିଛି ଭୁଲ ସୂଚନା ଦେଇଛନ୍ତି ନିଜର ନାମ ,ଲିଙ୍ଗ ଏବଂ ଆଧାର କାର୍ଡ ନମ୍ବର ଅନ୍ୟ କୌଣସି ଭୁଲ ସୂଚନା ଦେଇଥିବେ ତେବେ ଆପଣଙ୍କ ନାମ ଆଗାମୀ କିସ୍ତିରୁ ବଞ୍ଚିତ ହୋଇପାରେ |

Leave a Reply

Your email address will not be published. Required fields are marked *