Malika : ପ୍ରଧାନମନ୍ତ୍ରୀଙ୍କୁ ନେଇ ମାଳିକାରେ ମିଳିଲା ବଡ଼ ପ୍ରମାଣ ,କିଏ ହେବ 2024 ରେ ଭାରତର ଶାସକ ଶେଷ ହେବାକୁ ଯାଉଛି ମୋଦିଙ୍କ ଖେଳ

ନମସ୍କାର ଦର୍ଶକବନ୍ଧୁ ମାଳିକାରେ କଣ ଲେଖା ଅଛି 2024 ବିଷୟରେ ଭାରତର କିଏ ନେତୃତ୍ୱ ନେବେ 2024 ରେ ଆଉ କଣ ସବୁ ଘଟିବ ସେ ସମୟରେ ମାଳିକାରେ କଣ ଲେଖା ଅଛି ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ସ୍ପଷ୍ଟ ଭାବରେ ଲେଖିଛନ୍ତି ବଳଦେବ ରାଜା ହେବେ ଏବେ ପ୍ରଶ୍ନ ଉଠୁଛି ସେ ବଳଦେବ କିଏ କେବେ ଭାରତ ବର୍ଷରେ ସେ ଶାସନ କରିବେ ଆଉ ଦର୍ଶକବନ୍ଧୁ ଏହାକୁ ପ୍ରମାଣ କରିବାକୁ ଯାଇ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଛଡ଼ା ଜଗନାଥ ଦାସ ମଧ୍ୟ ଲେଖିଛନ୍ତି ପୁରୁଷୋତ୍ତମ ରାଜାଙ୍କ ଠାରୁ 19 ଜଣ ରାଜା ଶାସନ କରିଥିଲେ |

ଆଉ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଲେଖିଲେ ଏହାର ଅର୍ଥ ହେଉଛି 19 ଜଣ ରାଜା ଯେବେ ଶାସନ କରୁଥିବେ ସେହି ସମୟରେ ବଳଦେବ ଶାସନ କରିବେ | ଆଉ ଦିବ୍ୟସିଂହ ଦେବ ମଧ୍ୟ ରାଜା ଅଛନ୍ତି ପୁରୀର ଯାହାକି ଶେଷ ଶେଷ ରାଜା ମଧ୍ୟ ରହିବେ |ମହାପୁରୁଷ ମାନେ ଲେଖିଛନ୍ତି ଯାହା ଗୋଟି ଗୋଟି କରି ସତ ହେଉଛି ତେବେ ଦର୍ଶକବନ୍ଧୁ ଆପଣମାନଙ୍କ ମନରେ ପ୍ରଶ୍ନ ଥିବ ଦିବ୍ୟ ସିଂହ ଦେବଙ୍କ ପୂର୍ବରୁ ତିନିଜଣ ଶାସକ ଥିଲେ ଏହାକୁ ପ୍ରମାଣ ଦେବାକୁ ଯାଇ ମହାପୁରୁଡଷ ଅଚ୍ୟୁତାନନ୍ଦ କହିଛନ୍ତି |

ଯେତେବେଳେ ବଡ଼ ଦେଉଳରେ ଚୂନ ଚଢ଼ିବ ଆଉ ନୀଳ ଚକ୍ର ବକ୍ର ହେବ ଅର୍ଥାତ ସେହି କିଛି ସମୟ ଭିତରେ କିଛି ଘଟଣା ଘଟିବ |ମହାପୁରୁଷ କହିଛନ୍ତି ସବୁ ସଙ୍କେତ ପୁରୀ ଜଗନାଥ ମନ୍ଦିରରୁ ମିଳିବ ଆଉ କେବେ ବଳଦେବ ରାଜା ହେବେ ମହାପୁରୁଷ କହିଲେ ଏବେ କଳିର ଶେଷ ସମୟ ଚାଲିଛି ଦୀପ ଲିଭିଲା ସମୟରେ ହୁତୁହୁତୁ ହୋଇ ଜଳେ ଠିକ ସେହିପରି କଳିଯୁଗରେ କଳିର ପ୍ରାଧାନ୍ୟ ବଢ଼ି ଚାଲିଛି |

ଦର୍ଶକବନ୍ଧୁ 2013 ରୁ କଳିର ଶେଷ ସମୟ ଆରମ୍ଭ ହୋଇଯାଇଛି ଆଉ ଆମର ପ୍ରଶ୍ନ ରହିଛି 2024 ରେ ପ୍ରଧାନମନ୍ତ୍ରୀ କିଏ ହେବେ |ମହାପୁରୁଷ ଲେଖିଛନ୍ତି ଅନନ୍ତ କେଶରୀ ରାଜା ହେବେ ଅ ଅକ୍ଷରରେ ହେବେ ପ୍ରଧାନ ମନ୍ତ୍ରୀ ମହାପୁରୁଷ କହିଲେ ଯିଏ ବି 2024 ପରେ ପ୍ରଧାନମନ୍ତ୍ରୀ ହେବେ ସିଏ ଅ ଅକ୍ଷରରେ ନାମ ହୋଇଥିବ ଆଉ ସେ ହିଁ ବଳଦେବଙ୍କ ଅବତାର ବୋଲି ଆପଣ ଚିହ୍ନିବେ ସାରା ବିଶ୍ୱରେ ସନାତନ ଧର୍ମର ପ୍ରତିଷ୍ଠା ସେ ହିଁ କରିବେ |

ଆଉ 2024 ରୁ 2029 ଭିତରେ ଯିଏ ପ୍ରଧାନମନ୍ତ୍ରୀ ହେବେ ଆମେ ଜାଣିବା ସେ ହିଁ ବଳଦେବ ତେବେ ଦର୍ଶକବନ୍ଧୁ ଇଏ କଥା ତ ଆମେ ସମୟ ଆସିଲେ ନିଶ୍ଚୟ ଜାଣିବେ ମାଳିକାର କଥା କେତେ ଦୂର ସତ୍ୟ ହେବ |ତେଣୁ ବଞ୍ଚିବାର ଗୋଟିଏ ରାସ୍ତା ପ୍ରଭୁଙ୍କ ଶରଣ ଆଉ ସତ୍ୟ ପଥରେ ଅନୁସରଣ କାରଣ ଏହି ଭୂମଣ୍ଡଳରେ ପାପର ଧାରା ଏତେ ବଢ଼ି ଗଲାଣି ଆଉ ତ୍ରାହି ନାହିଁ ତେଣୁ ଗୋଟିଏ ରାସ୍ତା ପ୍ରଭୁଙ୍କ ନାମ ନେବା ଏବଂ ସତ ପଥରେ ଚାଲିବା |

Leave a Reply

Your email address will not be published. Required fields are marked *