କାହିଁକି ରାଣୀ ପଣ୍ଡାଙ୍କୁ ଧୋକା ଦେଇ ଅନ୍ୟ ଝିଅ ବାହା ହେବାକୁ ଯାଉଛନ୍ତି ପ୍ରେମିକ ବିକ୍ରମ ,ଦୁଃଖରେ କାନ୍ଦି କାନ୍ଦି ଏପରି କଥା କହିଲେ ରାଣୀ ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ପ୍ରେମରେ ଧୋକା ଖାଇଛନ୍ତି ରାଣୀ ପଣ୍ଡା ଆପଣମାନେ ଜାଣିଥିବେ ଦୀର୍ଘ ଧରି ବିକ୍ରମକୁ ଭଲ ପାଇଥିଲେ ରାଣୀ ଦୀର୍ଘ 8 ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ଏବେ ବିକ୍ରମ ରାଣୀ ପଣ୍ଡାଙ୍କୁ ଛାଡ଼ି ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି ଆଉ ଏହି କାରଣରୁ ରାଣୀ ପଣ୍ଡା ଓଡିଶା ଛାଡିବେ ବୋଲି ସୋସିଆଲ ମେଡିଆରେ କହିଛନ୍ତି |ତାହେଲେ ଯାହାଙ୍କୁ ଶେଷ ସବୁଠାରୁ ଅଧିକ ଭଲ ପାଇଥିଲେ ତାହା ଠାରୁ ମାଡ଼ ଗାଳି ସବୁ ସହିଥିଲେ

ସେ ଆଜି ତାଙ୍କୁ ଧୋକା ଦେଇ ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି |ଏହି କଥା ରାଣୀ ପଣ୍ଡାଙ୍କ ହୃଦୟକୁ ପୁରା ଭାଙ୍ଗି ଦେଇଛି |ବିକ୍ରମ ଏବଂ ରାଣୀ ପଣ୍ଡା ଦୀର୍ଘଦିନ ଧରି ପରସ୍ପରକୁ ଭଲ ପାଉଥିଲେ ନୂଆ ନୂଆ ସ୍ଥାନ ବୁଲିବା ସହିତ ବହୁତ ଭଲ ପାଇବା ଦୁହେଁଙ୍କ ମଧ୍ୟରେ ରହିଥିଲା ବିକ୍ରମ ରାଣୀ ପଣ୍ଡାଙ୍କୁ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ |

ହେଲେ ଏବେ ବିକ୍ରମ ସବୁ କିଛି ଭୁଲି ଅନ୍ୟ ଜାଗାରେ ବିବାହ କରିବାକୁ ଯାଉଛନ୍ତି |ଏହି କାରଣରୁ ରାଣୀ ପଣ୍ଡା ନିଜ ଦୁଃଖ ସୋସିଆଲ ମେଡିଆରେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଆଉ ଏବେ ତାଙ୍କ ହୃଦୟ ଭାଙ୍ଗିଲା ପରେ ଦୁଃଖରେ କାନ୍ଦୁ ଥିବାର ନଜର ଆସିଛନ୍ତି |

ଆପଣମାନେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ଯାତ୍ରା ଜଗତରେ ନିଶ୍ଚୟ ଦେଖିଥିବେ ସବୁବେଳେ ବିବାଦ ମଧ୍ୟରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପ୍ରେମ କାହାଣୀ ସୋସିଆଲ ମେଡିଆରେ ପ୍ରକାଶିତ ହେଉଛି ପୂର୍ବରୁ ରାଣୀ ଏ ବିଷୟରେ କାହାକୁ କିଛି ମଧ୍ୟ ଜଣାଇ ନଥିଲେ

Leave a Reply

Your email address will not be published. Required fields are marked *