ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ଖୁସିର ଖବର ,ଆରମ୍ଭ ହେଲା ଖାତା ମୂଲ୍ୟାୟନର ଟାବୁଲେସନ ପ୍ରକ୍ରିୟା ,ଏହି ତାରିକରେ ପ୍ରକାଶ ହେବ ରେଜଲ୍ଟ

ନମସ୍କାର ଦର୍ଶକବନ୍ଧୁ କେବେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ ଏନେଇ ଆସିଲା ଏବେ ଏବେ ଏକ ନୂଆ ଅପଡେଟ କଣ ଆସିଛି ଅପଡେଟ କଣ ଆସିଛି ଅପଡେଟ ଯଦି ଆପଣ ଦଶମ ପରୀକ୍ଷା ଦେଇଥିଲେ ତେବେ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ |ଗତ 15 ତାରିକରେ 55 ଟି କେନ୍ଦ୍ରରେ ଚାଲିଥିବା ମୂଲ୍ୟାୟନ ଖାତା ଦେଖା ଇତି ମଧ୍ୟରେ ଶେଷ ହୋଇ ସାରିଛି |

ମୂଲ୍ୟାୟନ ଶେଷ 55 ଟି କେନ୍ଦ୍ରରୁ ଉତ୍ତର ଖାତା ଗୁଡ଼ିକ ସୁରକ୍ଷା ସହିତ କଟକ ବୋର୍ଡ କାର୍ଯ୍ୟାଳୟରେ ମଧ୍ୟ ପହଁଚା ସରିଲାଣି ତେବେ ମୂଲ୍ୟାୟନ କାର୍ଯ୍ୟ ମୋଟାମୋଟି ଭାବରେ ଶେଷ ହୋଇ ସାରିଛି ବୋଲି କୁହାଯାଉଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କର ହିନ୍ଦୀ ଏବଂ ସଂସ୍କୃତ ମୂଲ୍ୟାୟନ ଖାତା ଦେଖାକୁ ନେଇ ଦ୍ୱନ୍ଦ୍ୱ ରହିବାର ସୂଚନା ମିଳିଛି |

ତେବେ ହିନ୍ଦୀ ଏବଂ ସଂସ୍କୃତ ବିଷୟରେ ମନ ଇଛା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଉପୁଜି ଥିବା ଦ୍ୱନ୍ଦ୍ୱ ବୋର୍ଡରେ ପୁନଃ ଜାଞ୍ଜ କରାଯିବ ବୋଲି ସୂଚନା ମିଳିଛି |ଏପରି ପାଖାପାଖି ପାଞ୍ଚ ହଜାର ଉତ୍ତର ଖାତା ବୋର୍ଡ କର୍ତ୍ତୃପକ୍ଷ ଅଧୀନରେ ପରୀକ୍ଷାର୍ଥୀ ମାନେ ପୁନଃ ଜାଞ୍ଜ କରିବେ ବୋଲି ମଧ୍ୟ ସୂଚନା ମିଳିଛି |

ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହି କିଛି ଦିନ ଭିତରେ ପୁନଃ ଜାଞ୍ଜ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସୂଚନା ମିଳୁଛି |ଟେବୁଲଏସନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୁଚନା ମିଳିଛି ତେବେ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *