ଚିକିଙ୍କ ପ୍ରକୃତ ପ୍ରେମିକ କିଏ ଆପଣମାନେ କେବେ ଦେଖିଛନ୍ତି କି ,ଜାଣନ୍ତୁ ଅଭିନେତ୍ରୀ ଚିକିଙ୍କ ବିଷୟରେ ଲୁଚି ରହିଥିବା ଅଜଣା କଥା

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଅଭିନେତ୍ରୀ ଚିକିଙ୍କୁ ବେଶ ଭଲ ଜାଣିଥିବେ ତୋରି ପାଇଁ ତୋ ପାଇଁ ସିରିଏଲରେ ଅଭିନୟ କରୁଥିବା ଚିକିଙ୍କୁ ଆପଣମାନେ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଚିକିଙ୍କୁ ନେଇ ଆସି ଯାଇଛି ବହୁତ ବଡ଼ ଅପଡେଟ ଯାହାକି ବର୍ତ୍ତମାନ ସମୟରେ ଚିକି ବୟ ଫ୍ରେଣ୍ଡ କିଏ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ବେଶ ଭାଇରଲ ହେଉଛି |

ଆସନ୍ତୁ ଆପଣ ଏହାକୁ ନେଇ ସବୁ କିଛି ଅପଡେଟ ଆପଣ କ୍ଲିୟର ହୋଇଯିବେ |ଆପଣମାନେ ସିରିଏଲରେ ଚିକିଙ୍କ ଅଭିନୟ ବେଶ ଭଲ ଭାବରେ ଦେଖିଥିବେ ଆଉ ଏଥିରେ ଚିକି ଜବରଦସ୍ତ ଆକ୍ଟିଙ୍ଗ କରୁଛନ୍ତି ତାଙ୍କର ଆକ୍ଟିଙ୍ଗକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ଆଉ ଚିକିଙ୍କ ଆକ୍ଟିଙ୍ଗଙ୍କ କାରଣରୁ ସାରା ଓଡ଼ିଶାର ନମ୍ବର 1 ସିରିଏଲ ଭାବରେ ପରିଚିତ ହୋଇ ପାରିଛି |

ତୋରି ପାଇଁ ତୋ ପାଇଁ ସିରିଏଲ ଆଉ ଏହି ସିରିଏଲରେ ତାଙ୍କ ସ୍ୱାମୀ ହେଉଛନ୍ତି ରାମ |ରାମ ରିଲ ଲାଇଫରେ ତାଙ୍କ ସ୍ୱାମୀ ହୋଇଛନ୍ତି ପ୍ରକୃତରେ ଚିକି କାହାକୁ ଏପର୍ଯ୍ୟନ୍ତ ଡେଟ କରୁ ନାହାଁନ୍ତି ତାଙ୍କ ପ୍ରକୃତ ଘର ହେଉଛି ବାଲେଶ୍ୱର ତାଙ୍କ ପରିବାର କଥା କହିଲେ |

ତାଙ୍କର ଏକ ବଡ଼ ଭଉଣୀ ଏବଂ ତାଙ୍କ ବାପା ମା ଅଛନ୍ତି ସେ ଘରର ସାନ ଝିଅ ହୋଇଥିବାରୁ ବେଶ ଗେଲ୍ହାରେ ବଢ଼ିଛନ୍ତି ଚିକିଙ୍କୁ ବର୍ତ୍ତମାନ ସମୟରେ 19 ବର୍ଷ |ଚିକି ନିଜେ କନଫର୍ମ କରି କହିଛନ୍ତି ତାଙ୍କର ଏପର୍ଯ୍ୟନ୍ତ କେହି ବୟ ଫ୍ରେଣ୍ଡ ନାହାଁନ୍ତି

Leave a Reply

Your email address will not be published. Required fields are marked *