SBI ନିଜ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ବଡ଼ ଖୁସି ଖବର ,ଏହି ସ୍କିମରେ ନିବେଶ କରି ପାଇପାରିବେ ଲକ୍ଷ ଲକ୍ଷ ଟଙ୍କା ,ଆକାଉଣ୍ଟ ଥିଲେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ SBI ନିଜ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ ଯଦି ଆପଣଙ୍କ ପାଖରେ SBI ଆକାଉଣ୍ଟ ଅଛି ତେବେ ଆପଣଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତା ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ଏକ ବହୁତ ବଡ଼ ଖୁସି ଖବର ବର୍ତ୍ତମାନ ଅମୃତ କଳସ ଯୋଜନାରେ ନିବେଶ ପାଇଁ ଶେଷ ତାରିଖ SBI ବଢ଼ାଇ ଦେଇଛି |ଯାହା ଫଳରେ ଆପଣ 31 ସେପ୍ଟେମ୍ବର 2024 ପର୍ଯ୍ୟନ୍ତ ନିବେଶ କରିନେଇପାରିବେ |

ଏହାର ଶେଷ ତାରିକ ମାର୍ଚ୍ଚ 31 ଥିଲା ଏହି ଯୋଜନାରେ ଅତି କମରେ ଚାରିଶହ ଦିନ ପାଇଁ ଆପଣ ଆପଣଙ୍କ ଟଙ୍କାକୁ ନିବେଶ କରି ନେଇପାରିବେ |ଅମୃତ କଳସ ଯୋଜନା ବାର୍ଷିକ 7.10 % ସୁଧ ପ୍ରଦାନ କରୁଛି ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କୁ FD ଉପରେ ବାର୍ଷିକ 7.50 ପ୍ରତିଶତ ସୁଧ ମିଳିପାରିବ |ଏହି ଯୋଜନାରେ ଆପଣଙ୍କୁ ମାସିକ ତ୍ରୟ ମାସିକ ଅଧା ବାର୍ଷିକ ସୁଧ ମଧ୍ୟ ପ୍ରଦାନ କରାଯାଏ |

ଆପଣ ଆପଣଙ୍କ ସୁବିଧା ଅନୁଯାଇ FD ସୁଧର ପେମେଣ୍ଟକୁ ସ୍ଥିର କରି ନେଇପାରିବେ |ଯଦି ଆପଣ ଏକ ବର୍ଷ ପାଇଁ FD କରୁଛନ୍ତି ତେବେ ସାଧାରଣ ଲୋକମାନେ 6.80 % ସୁଧ ଏବଂ ବରିଷ୍ଠ ନାଗରିକ ମାନେ 7.30 % ସୁଧ ପାଇପାରନ୍ତି |ଯଦି ଆପଣ ଦୁଇବର୍ଷ ପାଇଁ FD କରନ୍ତି ସାଧାରଣ ଲୋକମାନେ 7 % ସୁଧ ପାଆନ୍ତି ଏବଂ ବରିଷ୍ଠ ନାଗରିକ ମାନେ 7.50 % ସୁଧ ପାଇଥାଆନ୍ତେ |

ଯଦି ତିନିବର୍ଷ ପାଇଁ FD ହୁଏ ତେବେ ସାଧାରଣ ଲୋକମାନେ 6.50 % ସୁଧ ପାଆନ୍ତି ଏବଂ ବରିଷ୍ଠ ନାଗରିକ ମାନେ 7.25 % ସୁଧ ପାଇଥାଆନ୍ତି ଯଦି ପାଞ୍ଚ ବର୍ଷ ପାଇଁ FD କରିବେ ତେବେ ସାଧାରଣ ଲୋକମାନେ 6.50 %ପାଆନ୍ତି ଏବଂ ବରିଷ୍ଟ ନାଗରିକ ମାନେ 7.50 % ସୁଧ ପାଆନ୍ତି |ଆପଣ ଯଦି 400 ଦିନ ପାଇଁ ନିବେଶ କରିବେ 7.10 % ସୁଧ ପାଇପାରିବେ |

Leave a Reply

Your email address will not be published. Required fields are marked *