ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ ଅପଡେଟ ଯାହାକୁ ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ଏବେ ସ୍କୁଲରେ ଲାଗୁହେବ ଇ ଉପସ୍ଥାପନ | ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ଲାଗୁହେବ ଇ ଉପସ୍ଥାପନ ମେସିନ ଏନେଇ ସରକାରଙ୍କ ତରଫରୁ ଜାରିହେଲା ବଡ ଘୋଷଣା ଯେଉଁଥିରେ ସ୍କୁଲ ଛାତ୍ର ଛାତ୍ରୀ ଏମିତିକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଉପସ୍ଥାନ ରହିବ |
ରାଜ୍ୟରେ ଲାଗୁ ହେବ ଇ-ଉପସ୍ଥାନ । ଏହାକୁ ରାଜ୍ୟ ସାରା ଲାଗୁ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ଓ ମାଲକାନଗିରି ଜିଲ୍ଲାର କାଲିମେଳାରେ ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଭାବେ କାଲିମେଳାରେ ଓ ସହରାଞ୍ଚଳ ଭାବେ ଭୁବନେଶ୍ବରକୁ ନିଆଯାଇଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ୟୁକ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଇ-skuଉପସ୍ଥାନ କରାଯିବ ବୋଲି ଜଣାପଡ଼ିଛି ।
ଏଥିପାଇଁ ବିଭାଗ ପକ୍ଷରୁ ଓନିଫାଇଡ ଅଟୋ ମିଶନ ସିଷ୍ଟମ ଅର୍ଥାତ ଇଉଏସ ପୋଟାଲ ବିକଶିତ କରାଇଛି | ଏହି ପୋଟାଲ ଅଧୀନରେ ଏକ ଉପସ୍ଥାପନ କରାଯାଇଛି ଏହି ଆପ୍ପ ଦ୍ୱାରା ଶିକ୍ଷକମାନେ ନିଜର ଉପସ୍ଥାନ ପକାଇବେ | ଏଥିସହିତ ପିଲାମାନଙ୍କର ମଧ୍ୟ ଉପସ୍ଥାପନା କରାଯିବା ଗତକାଳିସୁଧା ଭୁବେନେଶ୍ଵର ମହାନଗର ନିକଟରେ 35ଟି ଏବଂ ଖୋର୍ଦ୍ଧାରେ 4ଟି ସ୍କୁଲରେ ଇ-ଉସ୍ତାପନ ଆରମ୍ଭ କରାଯାଇଛି |
ତେବେ ଭୁବେନେଶ୍ଵରର 100 ଟି ସରକାରୀ ଓ ବେସରକାରୀ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି | ତେବେ ଖୁବ ଶୀଘ୍ର ଆଗାମୀ ଦିନମାନଙ୍କରେ ରାଜ୍ୟରେ ପଢ଼ୁଥିବା ସମସ୍ତ ସ୍କୁଲମାନଙ୍କରେ ହେବାକୁ ଯାଉଛି ଇ-ଉପସ୍ଥାପନ ମେସିନ | ଯେଉଁଥିରେ ଶିକ୍ଷକ ଶିକ୍ଷୟତ୍ରୀ ଏମିତିକି ଛାତ୍ର ଛାତ୍ରୀ ଦ୍ୱାରା ବାଈମେଟ୍ରିକ ମାଧ୍ୟମରେ ପଡିବ ଉପସ୍ଥାପନ | ଯାହାଫଳରେ ଜଣାପଡିବ କେଉଁମାନେ ରହିଛନ୍ତି ଆପ୍ସେଣ୍ଟ କେଉଁମାନେ ରହିଛନ୍ତି ପ୍ରେଜେଣ୍ଟ |