ସରକାର ନେଲେ ବଡ଼ ନିଷ୍ପତି ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ ,ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାନିବା ବାଧ୍ୟତାମୂଳକ

ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ ଅପଡେଟ ଯାହାକୁ ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ଏବେ ସ୍କୁଲରେ ଲାଗୁହେବ ଇ ଉପସ୍ଥାପନ | ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ଲାଗୁହେବ ଇ ଉପସ୍ଥାପନ ମେସିନ ଏନେଇ ସରକାରଙ୍କ ତରଫରୁ ଜାରିହେଲା ବଡ ଘୋଷଣା ଯେଉଁଥିରେ ସ୍କୁଲ ଛାତ୍ର ଛାତ୍ରୀ ଏମିତିକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଉପସ୍ଥାନ ରହିବ |

ରାଜ୍ୟରେ ଲାଗୁ ହେବ ଇ-ଉପସ୍ଥାନ । ଏହାକୁ ରାଜ୍ୟ ସାରା ଲାଗୁ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ଓ ମାଲକାନଗିରି ଜିଲ୍ଲାର କାଲିମେଳାରେ ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଭାବେ କାଲିମେଳାରେ ଓ ସହରାଞ୍ଚଳ ଭାବେ ଭୁବନେଶ୍ବରକୁ ନିଆଯାଇଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ୟୁକ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଇ-skuଉପସ୍ଥାନ କରାଯିବ ବୋଲି ଜଣାପଡ଼ିଛି ।

ଏଥିପାଇଁ ବିଭାଗ ପକ୍ଷରୁ ଓନିଫାଇଡ ଅଟୋ ମିଶନ ସିଷ୍ଟମ ଅର୍ଥାତ ଇଉଏସ ପୋଟାଲ ବିକଶିତ କରାଇଛି | ଏହି ପୋଟାଲ ଅଧୀନରେ ଏକ ଉପସ୍ଥାପନ କରାଯାଇଛି ଏହି ଆପ୍ପ ଦ୍ୱାରା ଶିକ୍ଷକମାନେ ନିଜର ଉପସ୍ଥାନ ପକାଇବେ | ଏଥିସହିତ ପିଲାମାନଙ୍କର ମଧ୍ୟ ଉପସ୍ଥାପନା କରାଯିବା ଗତକାଳିସୁଧା ଭୁବେନେଶ୍ଵର ମହାନଗର ନିକଟରେ 35ଟି ଏବଂ ଖୋର୍ଦ୍ଧାରେ 4ଟି ସ୍କୁଲରେ ଇ-ଉସ୍ତାପନ ଆରମ୍ଭ କରାଯାଇଛି |

ତେବେ ଭୁବେନେଶ୍ଵରର 100 ଟି ସରକାରୀ ଓ ବେସରକାରୀ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି | ତେବେ ଖୁବ ଶୀଘ୍ର ଆଗାମୀ ଦିନମାନଙ୍କରେ ରାଜ୍ୟରେ ପଢ଼ୁଥିବା ସମସ୍ତ ସ୍କୁଲମାନଙ୍କରେ ହେବାକୁ ଯାଉଛି ଇ-ଉପସ୍ଥାପନ ମେସିନ | ଯେଉଁଥିରେ ଶିକ୍ଷକ ଶିକ୍ଷୟତ୍ରୀ ଏମିତିକି ଛାତ୍ର ଛାତ୍ରୀ ଦ୍ୱାରା ବାଈମେଟ୍ରିକ ମାଧ୍ୟମରେ ପଡିବ ଉପସ୍ଥାପନ | ଯାହାଫଳରେ ଜଣାପଡିବ କେଉଁମାନେ ରହିଛନ୍ତି ଆପ୍ସେଣ୍ଟ କେଉଁମାନେ ରହିଛନ୍ତି ପ୍ରେଜେଣ୍ଟ |

Leave a Reply

Your email address will not be published. Required fields are marked *