Anuchinta: ସ୍ବାମୀ ଏବଂ ସ୍ତ୍ରୀ କେଉଁ ବୟସରେ ପିତା ମାତା ହେବା ଆବଶ୍ୟକ ହୋଇଥାଏ ସବୁ ମହିଳା ମାନେ ଜାଣିରଖନ୍ତୁ

୧.ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ |

୨.ମାଟିରେ ତିଆରି ହୋଇଥିବା ଠାକୁରଙ୍କ ମୂର୍ତି ଘରେରଖ୍ ପୂଜାକରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିରତା ଆସିଥାଏ |

୩.ଘରେ କୌଣସି ମାଟି ପାତ୍ରରେ ପାଣିରଖୁ ତାଆଗରେ ଦୀପଟିଏ ଜଳାଇବା ଦ୍ବାରା ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂରହୋଇଥାଏ |

୪.ଘର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣା ଗଛ ଲଗାଇବା ଦ୍ବାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ଧନର ଆଗମନ ହୋଇଥାଏ |

୫.ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଧନ ସମ୍ପଦକୁ ଆକର୍ଷିତ କରିଥାଏ |

୬.ଘର ଡ୍ରଇଂରୁମରେ ଦୁଇଟି ମାଛର ଚିତ୍ର ଲଗାଇବାଦ୍ବାରା ଅତ୍ୟନ୍ତ ଶୁଭହୋଇଥାଏ ଏବଂ ଚାକିରିରେ ପଦଉନ୍ନତି ହେବାସହିତ ଅର୍ଥ ଆଗମନ ହୋଇଥାଏ |

୭.ଘରେ ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି ରଖୁବା ଉଚିତ୍ ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଧନବୃଦ୍ଧି ହେବା ସହିତ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ |

୮.ଘରର ଦକ୍ଷିଣଦିଗରେ କେବେବି ଘଡି ଲଗାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଘର ମୁଖ୍ୟ ଲୋକଙ୍କ ସ୍ବାସ୍ଥ୍ୟ ଖରାପହେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ |

୯.ଘରେ କେବେବି ବୁଢିଆଣୀବସା ହେବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଖରାପହେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ |

୧୦.ନାରୀ ବା କୁମାରୀମାନଙ୍କ ସହିତ କଥା ହେଲାବେଳେ ସେମାନଙ୍କ ପାଦକୁ ଚାହିଁ କଥାହେବା ଉଚିତ୍ ଏହା ମଙ୍ଗଳକାରି ହୋଇଥାଏ |

୧୧. ବିଶେଷଜ୍ଞଙ୍କ ଅନୁଯାୟୀ, ୨୧ ରୁ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ଫର୍ଟିଲିଟି ପିଲା ଜନ୍ମ କରିବାକୁ ଉପଯୁକ୍ତ। ୩୦ ବର୍ଷ ବୟସ ପରେ ଫର୍ଟିଲିଟି ହ୍ରାସ ପାଇବା ଆରମ୍ଭ କରେ |

୧୨. ବିଶେଷଜ୍ଞଙ୍କ ଅନୁଯାୟୀ, ପୁରୁଷଙ୍କ ଏହି କ୍ଷମତା ୨୫ ରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ୍ ହୋଇଥାଏ ସର୍ବୋତ୍ତମ ୩୬ ବର୍ଷ |

Leave a Reply

Your email address will not be published. Required fields are marked *