ରାତି 2 ଟାରେ ରାମଙ୍କ ଗର୍ଭ ଗୃହରେ କିଏ,ସିସିଟିଭି ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ ଜାଣିଲେ ଆପଣ ହାତ ଯୋଡ଼ିଦେବେ

ରାମ ମନ୍ଦିର ତଳୁ ମିଳିଲା ଏପରି ଏକ ଆଶ୍ଚର୍ଯ୍ୟ କଳା ଭଳି ଜିନିଷ ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ! କଣ ସେହି ଜିନିଷ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ରାମ ମନ୍ଦିର ନିର୍ମାଣ ଚାଲୁଥିବା ବେଳେ ମନ୍ଦିରର ଗର୍ଭ ଗୃଘର ପିଲର ପାଇଁ ମାଟି ଖୋଲିବା ଜମା ଆରମ୍ଭ ହେଲା ୩ ଦିନ ପର୍ଯ୍ୟନ୍ତ ସୁରୁଖୁରୁରେ କାମ ଚାଲିଲା ହେଲେ ଚତୁର୍ଥ ଦିନ ବେଳକୁ କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଥିଲା ।

ସେ ସେଦିନ ୧୨ ଟା ବେଳେ କାମ ଦେଖିବାକୁ ଆସିଥିଲେ ହେଲେ ସେ ଯେତେବେଳେ ଏକୁଟିଆ ଥିଲେ ତାଙ୍କୁ ମାଟିତଳୁ ଭୟଙ୍କର ଗ୍ରହଣ ଶୁଣିବାକୁ ପାଇଥିଲେ ସେ ଗର୍ଜନ ଶୁଣି ସେ ଭୟରେ ଥରିବାକୁ ଲାଗିଲେ ତାପରେ ସେହି ସ୍ଥାନର ମାଟି ଖୋଲିବାକୁ ତାଙ୍କ କର୍ମଚାରୀଙ୍କୁ ଆଦେଶ ଦେଲେ ମାଟି ଖୋଲିବା ପରେ ସେଠାରୁ ସରଜୁ ନଦୀର ପାଣି ବାହାରିବାକୁ ଲାଗିଲା |

ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେଠାରେ ପାଣିର ଦେଖା ନଥିଲା ତ ପାଣି ଆସିଲା କୁଆଡୁ । ସମସ୍ତେ ଭୟଭିତ ହୋଇ ଶ୍ରୀ ରାମଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ହେଲେ ତା ପରଦିନ ସତକୁ ସାତ ତାଙ୍କ ଭକ୍ତଙ୍କ ଡାକ ଶୁଣି ପାଣିକୁ ଗାୟବ୍ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *