ଦର୍ଶକ ବନ୍ଧୁ ବିରାଟ କୋହଲି କରୁଛନ୍ତି ବଡ଼ ଭୁଲ ହଜାର ହଜାର ଦର୍ଶକଙ୍କ ଆଗରେ କାନ ଧରି ଭୁଲ ମାଗିଲେ ବିରାଟ ଭିଡିଓ ହେବାରେ ଲାଗୁଛି ଭାଇରାଲ୍ ! ତେବେ କି ଭୁଲ କରିଛନ୍ତି ବିରାଟ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। IPL ୨୦୨୪ ର RCB ଓ MI ମଧ୍ୟରେ ଖେଳ ଯାଇଥିବା ମ୍ୟାଚ୍ ରେ ଲିଗ୍ ର ୨୫ ତମ ମ୍ୟାଚ୍ ରେ ମୁମ୍ବାଇ ଟିମ୍ ୨୭ ବଲ ବାକି ରହି ଓ ଆହୁତି ୩ ଟି ୱିକେଟ ହରାଇ RCB କୁ ପରାସ୍ତ କରିଥିଲା |
ଏହି ମ୍ୟାଚ୍ ରେ ଅନେକ ଛକା ଓ ଚୌକା ବର୍ଷା ହୋଇଥିବା ବେଳେ ଅନ୍ୟ ପକ୍ଷରେ ବିରାଟ ଓ ଦର୍ଶକଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ଚାଲିଥିଲା ମ୍ୟାଚ୍ ମଝିରେ ଏପରିଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମାନେ ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ |
କୋହଲି ଙ୍କୁ ବୋଲିଙ୍ଗ ଦିଆଯାଉ ଯେତେବେଳେ ବିରାଟ ବାଉନ୍ଦ୍ରି ଲାଇନ୍ ଆଡ଼କୁ ଦୌଡୁଥିଲେ ଏହି ସ୍ଲୋଗାନ ଶୁଣି କୋହଲି ହସୁଥିଲେ ଓ ଏହା ନକରିବାକୁ କାନ ଧରି କ୍ଷମା ମାଗିବାକୁ ଲାଗିଥିଲେ କୋହଲି ସୂଚନା ଅନୁସାରେ RCB ମୁମ୍ବାଇ ଟିମ୍ ବିରୁଦ୍ଧରେ ୬ ଜଣ ବୋଲର ବ୍ୟବହାର କରିଥିଲା |
ସମସ୍ତଙ୍କ ଇକୋନୋମି ୧୦ ରୁ ଅଧିକ ଥିଲା ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ମାନେ RCB ର ବୋଲର ମାନଙ୍କୁ କଡ଼ା ଜବାବ ଦେଇଥିଲେ ମାତ୍ର ୧୫ ଓଭର ରେ ମ୍ୟାଚ୍ କୁ ନିଜ ହାତମୁଠାକୁ ନେଇଯାଇଥିଲା ମୁମ୍ବାଇ ।