ଏହି କାରଣ ପାଇଁ ଆଜି ପର୍ଯ୍ୟନ୍ତ ମା ହୋଇ ନାହାଁନ୍ତି ଓଲିଉଡ଼ର ଏହି ସବୁ Heroine ମାନେ ,ପ୍ରକୃତ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ଏମିତି ବହୁତ ସାରା ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ବାହାଘର ଦୀର୍ଘଦିନ ପରେ ମଧ୍ୟ ମା ହୋଇ ନାହାଁନ୍ତି ତାହେଲେ ଆଜିର ବିଷୟରେ ଆମେ ଏହି ଭଳି ଅଭିନେତ୍ରୀ ମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା |

ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଆପଣମାନେ ଜିନାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏକ ରିଆଲିଟି ସୋ ମାଧ୍ୟମରେ ବିବାହ କରିଥିଲେ ଜୀନା ଏବଂ ରୁଦ୍ରଙ୍କ ବାହାଘର ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହୋଇଗଲାଣି ସେ ଏଯାଏ ମା ହୋଇ ନାହାଁନ୍ତି |

ଦ୍ୱିତୀୟ ନମ୍ବରରେ ଆସୁଛନ୍ତି ଅର୍ଚ୍ଚିତା ଏବଂ ସବ୍ୟସଚୀ ଆପଣମାନେ ଜାଣିଥିବେ ସୁଟିଙ୍ଗ ସେଟରୁ ଭଲ ପାଇ ଅର୍ଚ୍ଚିତା ଏବଂ ସବ୍ୟ ପରସ୍ପରଙ୍କୁ ବିବାହ କରିଛନ୍ତି ଦୁହେଁଙ୍କ ବାହାଘର ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି ହେଲେ ଦୁହେଁ ଏପର୍ଯ୍ୟନ୍ତ ବାପା ଏବଂ ମା ହୋଇ ନାହାଁନ୍ତି |

ଏହା ପରେ ତୃତୀୟ ନମ୍ବରରେ ଆସୁଛନ୍ତି ତୃପ୍ତି ରେଖା ଆପଣମାନେ ଓଲିଉଡ଼ର ବେଷ୍ଟ ସିଙ୍ଗର ଦୀପ୍ତିରେଖାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଦୀର୍ଘ ଦୁଇବର୍ଷ ପୂର୍ବେ ତାଙ୍କ ବାହାଘର ହୋଇଥିଲା ହେଲେ ସେ ଏଯାଏ ମା ହୋଇ ନାହାଁନ୍ତି

ଏହା ପରେ ଚତୁର୍ଥ ନମ୍ବରରେ ଆସୁଛନ୍ତି ଗୁନଗୁନ ଆପଣମାନେ ଗୁନଗୁନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓଲିଉଡ଼ ଇଣ୍ଡଷ୍ଟ୍ରିର ବହୁତ ସାରା ସୋ ରେ ସେ ଆଙ୍କରିଙ୍ଗ କରୁଛନ୍ତି ଗୁନଗୁନଙ୍କ ବାହାଘର ପ୍ରାୟ ତିନି ବର୍ଷ ହୋଇଗଲାଣି ହେଲେ ସେ ଏଯାଏ ମା ହୋଇ ନାହାଁନ୍ତି

Leave a Reply

Your email address will not be published. Required fields are marked *