ନମସ୍କାର ଦର୍ଶକବନ୍ଧୁ ଦୀର୍ଘଦିନ ଧରି ଭଲ ପାଉଥିବା ପୁଅଙ୍କ ବାହାଘର ଅନ୍ୟ ଜାଗାରେ ହୋଇ ଯାଉଥିବାର ଦେଖି ସୋସିଆଲ ମେଡିଆରେ ନିଜ ଦୁଃଖ ଜାହିର କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା |ଆଠ ବର୍ଷର ପ୍ରେମକୁ ଭୁଲି ରାଣୀ ପଣ୍ଡାଙ୍କୁ ଭୁଲି ଅନ୍ୟଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି |
ଏହି ଯୁବକ ଜଣକ ତେଣୁ ରାଣୀ ପଣ୍ଡା ନିଜର ଦୁଃଖ ସୋସିଆଲ ମେଡିଆରେ ଜାହିର କରିଥିବାର ନଜର ଆସିଛନ୍ତି ଆପଣମାନେ ରାଣୀ ପଣ୍ଡାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ସେ ଯାତ୍ରା ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ଅନେକ ଆଲବମ ମଧ୍ୟ କରିସାରିଛନ୍ତି ରାଣୀ |
ଆଠ ବର୍ଷ ଧରି ଜଣେ ଯୁବକଙ୍କୁ ଭଲ ପାଉଥିଲେ ରାଣୀ ପଣ୍ଡା |ହେଲେ ପ୍ରେମରେ ଧୋକା ଖାଇବା ପରେ ରାଣୀ ପଣ୍ଡା ସୋସିଆଲ ମେଡିଆରେ ନଜର ଆସିଛନ୍ତି ନିଜର ଦୁଃଖ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି |
ନିଜ ପ୍ରେମିକଙ୍କ ବାହାଘର ଅନ୍ୟ ଜାଗାରେ ହେଉଥିବାର ଦେଖି ସହି ପାରୁ ନାହାଁନ୍ତି ରାଣୀ ପଣ୍ଡା ଆଉ ପୁରୁଣା ଦିନର ସୃତିକୁ ମନେ ପକାଇ ସୋସିଆଲ ମେଡିଆରେ ଲୁହ ଗଡାଉଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା