P ନାମର ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ ,ଯାହା ଆପଣମାନେ ମଧ୍ୟ ଜାଣିନଥିବେ ଜାଣନ୍ତୁ କିଛି ଖାସ କଥା

ଦର୍ଶକ ବନ୍ଧୁ P ଅକ୍ଷର ବ୍ୟକ୍ତି ମାନଙ୍କ ବିଷୟରେ ଇପରିକିଛି ରୋଚକ ତତ୍ତ୍ଵ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନଙ୍କ ମନରେ ସେହି ବ୍ୟତିଙ୍କ ପାଇଁ ଭଲ ପାଇବା ଜାଗ୍ରତ ହୋଇଯିବ , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ଦର୍ଶକ ବନ୍ଧୁ ଆପଣ ମାନେ ନିହାତି ଜାଣିଥିବେ ଯେ ନାମର ପ୍ରଥମ ଅକ୍ଷରୁ ଜଣା ପଡ଼ି ଥାଏ ଯେ ସେହି ନାମର ବ୍ୟକ୍ତି କେଉଁ ସ୍ୱଭାବର ଅଟନ୍ତି ।

ପକ୍ଷର ଲୋକମାନଙ୍କ ପ୍ରକୃତି ସାରଳା ହୋଇଥାଏ , ଏମାନେ କାହାରି ଦୁଃଖ ସଜ୍ୟ କରି ପାରନ୍ତି ନାହିଁ , ସେଥି ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି , ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି , ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ ଏମାନେ ଯାହାକୁ ନିଜର ଭାବି ଥାଆନ୍ତି |

ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି ହେଲେ ଏହି ମାନେ ହିଁ ଶେଷରେ ତାଙ୍କ ଜୀବନରେ ସଫଳ ହୋଇଥାନ୍ତି , ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି ।

Leave a Reply

Your email address will not be published. Required fields are marked *