Anuchinta: ସ୍ବାମୀ ଓ ସ୍ତ୍ରୀ କେଉଁ ବୟସରେ ପିତା ମାତା ହେବା ଆବଶ୍ୟକ ହୁଏ,ସବୁ ମହିଳା ଏବଂ ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ସୁଖମୟ କରିବାରେ ଆପଣଙ୍କୁ ସହାୟତା କରିବା ।

୧. ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁର୍ଦ୍ଦିନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।

୨. ମାଟିରେ ତିଆରି ହୋଇଥ‌ିବା ଠାକୁରଙ୍କ ମୂର୍ତି ଘରେରଖୂ ପୂଜାକରିବା ଦ୍ବାରା ଆର୍ଥୁକ ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିର ସ୍ଥିରତା ଆସିଥାଏ ।

୩. ଘରେ କୌଣସି ମାଟି ପାତ୍ରରେ ପାଣିରଖୂ ତାଆଗରେ ଦୀପଟିଏ । ଜଳାଇବା ଦ୍ବାରା ମଙ୍ଗଳକାରୀ ହୋଇଥାଏ ଏବଂ ଆକ ସମସ୍ୟା ଦୂରହୋଇଥାଏ ।

୪. ଘରର ଅଗଣାରେ ପାରିଜାତ ପୁଷ୍ପ ଅଥବା ଶେଫାଳି ଗଛ ଲଗାଇବା ଉଚିତ୍ ଏହା ଶୁଭହେବା ସହିତ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇ ଇଥାଏ ।

୫. ଘରର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣା ଗଛ ଲଗାଇବା ଦ୍ବାରା ଅତ୍ୟନ୍ତ ଳକାରୀ ହୋଇଥାଏ ଏବଂ ଘରେ ମଙ୍ଗଳ ଧନର ର ଆଗମନ ହୋଇ ହାଇଥାଏ ।

୬. ଘରର ଉତ୍ତରପୂର୍ବ ଦିଗରେ କଦଳୀଗଛ ଲଗାଇ ପୂଜା କରିବାଦ୍ବାରା କଲ୍ୟାଣକ ହୋଇଥାଏ ଏ ଏବଂ ଘରେ । ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

១. ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଧନ ନ ସମ୍ପଦକୁ ଆକର୍ଷିତ କରିଥାଏ ।

୮. ଘର ଡ୍ରଇଂରୁମରେ ଦୁଇଟି ମାଛର ଚିତ୍ର ଲଗାଇବାଦ୍ବାରା ଅତ୍ୟନ୍ତ ନିରିରେ ଶୁଭହୋଇଥାଏ ଏବଂ ଚାକିରି ନ୍ନତି ହେବାସହିତ ଅର୍ଥ ପଦଉନ୍ନତୀ ଆଗମନ ହୋଇଥାଏ ।

୯. ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ବଇଁଶୀ ରଖୁବାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଦାରିଦ୍ର୍ୟତା ଦୂରହୋଇଥାଏ ।

୧୦. ଠାକୁରଘରେ ଶଙ୍ଖ ରଖୁବାଦ୍ବାରା ଅତ୍ୟନ୍ତ ଶୁଭହୋଇଥାଏ ଏବଂ ଘରେ ଲକ୍ଷ୍ମୀ ନିବାସ । କରିଥାନ୍ତି ତାସହିତ ଘରେ ଧନର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *