ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ସୁଖମୟ କରିବାରେ ଆପଣଙ୍କୁ ସହାୟତା କରିବା ।
୧. ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁର୍ଦ୍ଦିନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।
୨. ମାଟିରେ ତିଆରି ହୋଇଥିବା ଠାକୁରଙ୍କ ମୂର୍ତି ଘରେରଖୂ ପୂଜାକରିବା ଦ୍ବାରା ଆର୍ଥୁକ ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିର ସ୍ଥିରତା ଆସିଥାଏ ।
୩. ଘରେ କୌଣସି ମାଟି ପାତ୍ରରେ ପାଣିରଖୂ ତାଆଗରେ ଦୀପଟିଏ । ଜଳାଇବା ଦ୍ବାରା ମଙ୍ଗଳକାରୀ ହୋଇଥାଏ ଏବଂ ଆକ ସମସ୍ୟା ଦୂରହୋଇଥାଏ ।
୪. ଘରର ଅଗଣାରେ ପାରିଜାତ ପୁଷ୍ପ ଅଥବା ଶେଫାଳି ଗଛ ଲଗାଇବା ଉଚିତ୍ ଏହା ଶୁଭହେବା ସହିତ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇ ଇଥାଏ ।
୫. ଘରର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣା ଗଛ ଲଗାଇବା ଦ୍ବାରା ଅତ୍ୟନ୍ତ ଳକାରୀ ହୋଇଥାଏ ଏବଂ ଘରେ ମଙ୍ଗଳ ଧନର ର ଆଗମନ ହୋଇ ହାଇଥାଏ ।
୬. ଘରର ଉତ୍ତରପୂର୍ବ ଦିଗରେ କଦଳୀଗଛ ଲଗାଇ ପୂଜା କରିବାଦ୍ବାରା କଲ୍ୟାଣକ ହୋଇଥାଏ ଏ ଏବଂ ଘରେ । ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।
១. ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଧନ ନ ସମ୍ପଦକୁ ଆକର୍ଷିତ କରିଥାଏ ।
୮. ଘର ଡ୍ରଇଂରୁମରେ ଦୁଇଟି ମାଛର ଚିତ୍ର ଲଗାଇବାଦ୍ବାରା ଅତ୍ୟନ୍ତ ନିରିରେ ଶୁଭହୋଇଥାଏ ଏବଂ ଚାକିରି ନ୍ନତି ହେବାସହିତ ଅର୍ଥ ପଦଉନ୍ନତୀ ଆଗମନ ହୋଇଥାଏ ।
୯. ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ବଇଁଶୀ ରଖୁବାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଦାରିଦ୍ର୍ୟତା ଦୂରହୋଇଥାଏ ।
୧୦. ଠାକୁରଘରେ ଶଙ୍ଖ ରଖୁବାଦ୍ବାରା ଅତ୍ୟନ୍ତ ଶୁଭହୋଇଥାଏ ଏବଂ ଘରେ ଲକ୍ଷ୍ମୀ ନିବାସ । କରିଥାନ୍ତି ତାସହିତ ଘରେ ଧନର ଅଭାବ ହୋଇନଥାଏ ।