ପୁଣି ବଦଳିଲା ସକାଳୁଆ ସ୍କୁଲ ସମୟ ,ସରକାର କଲେ ବଡ଼ ଘୋଷଣା ବଢ଼ିପାରେ ଗ୍ରୀଷ୍ମ ତାତି ସବୁ ଛାତ୍ର ଛାତ୍ରୀ ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଏକ ବଡ଼ ଅପଡେଟ ବଦଳିଲା ସବୁ ସ୍କୁଲ ଖୋଲିବାର ସମୟ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିବାକୁ ପରାମର୍ଶ ଦିଆଯାଇଛି |କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛି ଅଲରେଡି ଖବର ଆସିଯାଇଛି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ |

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏହାକୁ ଦୃଷ୍ଟିରେ ରଖି ଆଲର୍ଟରେ ପ୍ରଶାସନ ବିଶେଷ କରି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଏମିତିକି ସବୁ ସ୍କୁଲର ସମୟର ପରିବର୍ତ୍ତନ କରିବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି |ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ସମୟରେ ପରିବର୍ତ୍ତନ କରାଯାଇଛି |

ଏଥିପାଇଁ ଜଗତସିଂହ ପୁର ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବ ନିର୍ଘଣ୍ଟ ସକାଳ 7 ରୁ 11.30 ପରିବର୍ତ୍ତେ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ା ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ଚାଲିବ ଏନେଇ ଜଗତସିଂହ ପୁର ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଗୁଡ଼ିକରେ ଆସନ୍ତା 9 ତାରିକରୁ |

ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷାଦାନ ସମୟ 10.30 ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦେଶ ଦେଇଛନ୍ତି |ଆଉ ଯାହାକି ଅପଡେଟ ମୁତାବକ ଜଣା ପଡ଼ିଛି ଆଉ ଯେତିକି ଜିଲ୍ଲା ରହିଲା ସବୁ ଜିଲ୍ଲାରେ ପରିବର୍ତ୍ତନ ହେବାକୁ ଯାଉଛି |

Leave a Reply

Your email address will not be published. Required fields are marked *