ମୋର ମୋ ସ୍ୱାମୀ ସହିତ ଝଗଡ଼ା ହୋଇଥିଲା ମୁଁ ଆଉ ଜଣଙ୍କୁ ଇନଷ୍ଟଗ୍ରାମରେ ଭଲପାଉଥିଲି ଆଉ ମୁଁ ତା ସହିତ ପଳେଇଯାଇଥିଲି ପଳେଇଯିବ ସହିତ ତାହାସହିତ ମୁଁ ବାରମ୍ବାର ଅନୈତିକ ସମ୍ପର୍କ ମଧ୍ୟ ରଖିଥିଲି | ସେ ମୋତେ ବାହାହେବ ବୋଲି ପ୍ରତିଶୁତି ମଧ୍ୟ ଦେଇଥିଲା ସେଥିପାଇଁ ମୁଁ ମୋ ସ୍ୱାମୀ ଛାଡ଼ି ତାହା ସହିତ ପଳେଇଯାଇଥିଲି |
କିନ୍ତୁ ସେ ମୋ ସହିତ ଯେମିତି ଇଛା ସେମିତି କଲା ଆଉ 4ରିରୁ 5ଦିନ ଏମିତି ମୋ ସହିତ ଖରାପ କାମ କରିଲା ଆଉ ସବୁକିଛି ସରିଲା ପରେ ମୋତେ ଛାଡ଼ି କୁଆଡେ ପଳେଇଗଲା | ହଁ ଆଜ୍ଞା ଏକଥା ଆମେ କହୁନୁ ଏକଥା ଜଣେ ମହିଳା କହୁଛନ୍ତି |
ମହିଳା ଜଣଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ତାଙ୍କୁ ରଖୁ ନାହାଁନ୍ତି ତାଙ୍କ ସ୍ୱାମୀଙ୍କୁ ରଖିବାପାଇଁ କହିଲେ ସେ କହୁଛନ୍ତି ମୋତେ ବାହା ହୋଇ ଆଉ ଜଣଙ୍କ ସହିତ ସମ୍ପର୍କ ରଖୁଛି ସେଥିପାଇଁ ମୁଁ ଆଉ ତାକୁ ରଖିବି ନାହିଁ | ତେବେ ଆପଣମାନଙ୍କୁ କଣ ଲାଗୁଛି ଏଥିରେ କାହାର ଅଧିକ ଭୁଲ ଅଛି ତାହା ଆମକୁ ଆପଣଙ୍କ ମତାମତ କମେଣ୍ଟ କରି ଜଣାନ୍ତୁ |