ଓଲିଉଡ଼ କମେଡିଆନ ଜୋଗେଶ ଜୋଜୋଙ୍କ ପରିବାର ଓ ସମ୍ପତ୍ତି ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜୋଗେଶ ଜୋଜୋ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଯୋଗେଶ ଜୋଜୋଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଜୋଜୋ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ଜୋଜୋ ସଫଳତା ପାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯୋଗେଶ ଜୋଜୋଙ୍କ ଘର ପରିବାର ଓ ତାଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯୋଗେଶ 10 ଜାନୁୟାରୀ 1993 ମସିହାରେ ସମ୍ବଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ପ୍ରକୃତ ନାମ ହେଉଛି ଯୋଗେଶ ଉଗର । ତାଙ୍କ ବାପାଙ୍କ ନାମ ଧନୁ ଉଗର ଓ ମାଙ୍କ ନାମ ଜୟନ୍ତୀ ଉଗର । ବନ୍ଧୁଗଣ ନିଜ ପାଠ ପଢା ଶେଷ କରିବା ପରେ ଯୋଗେଶ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେହି ସମୟରେ ସେ ପ୍ରଜ୍ଞା ନାମକ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲେ ଓ ତା ପରେ ତାଙ୍କ ଜୀବନ ଶୈଳୀ ବଦଳି ଯାଇଥିଲା । ପ୍ରଜ୍ଞାଙ୍କ ପ୍ରେରଣାରେ ସେ ଅଭିନୟ ଜୀବନୀର ଆରମ୍ଭ କରିଲେ ଓ ପରବର୍ତ୍ତୀ ସମୟରେ ସେ ସଫଳତା ମଧ୍ୟ ପାଇଲେ ।

Leave a Reply

Your email address will not be published. Required fields are marked *