ବାଛନ୍ତୁ ଗୋଟିଏ ଆକୃତିର ପ୍ରଜାପତି ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ବାଛନ୍ତୁ କୌଣସି ବି ଗୋଟିଏ ରଙ୍ଗର ପ୍ରଜାପତି ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ସହିତ ଜଡିତ କିଛି ଗୁପ୍ତ ରହସ୍ୟ ଏବଂ ଭବିଷ୍ୟତ। ଆଗକୁ ସମୟ ଆପଣଙ୍କୁ କେଉଁ ଆଡ଼କୁ ନେଇଯିବ ତାହା ମଧ୍ୟ ଆପଣ ରଙ୍ଗର ଆଧାରରେ ଜାଣିପାରିବେ। ଦେଖନ୍ତୁ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବହୁତ ଅଧିକ ବିଶ୍ୱାସ ରଖିଥାନ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ। ଅଧିକ ବିଶ୍ୱାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ୟା ମାନଙ୍କୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି।ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଜଣେଇବାକୁ ଯାଉଛୁ କି ଆପଣ କିପରି ଆମ ଦ୍ୱାରା ଦିଆଯାଇଥିବା ୩ ଟି ରଙ୍ଗର ପ୍ରଜାପତି ବିକଳ୍ପକୁ ବାଛି କରି ଆପଣ ମାନେ ନିଜର ଭବିଷ୍ୟତ ସହିତ ଜଡ଼ିତ କିଛି ଘଟଣା ଜାଣିପାରିବେ ଏବଂ ଏପରି କିଛି କଥା ମାନ ଜାଣିବେ ଯାହାକି ଆପଣଙ୍କର ଭବିଷ୍ୟତକୁ ସୁଦୃଢ଼ କରିବ।

ଯଦି ଆପଣ ପ୍ରଥମ ପ୍ରଜାପତିଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଛି। ଜୀବନରେ ଚାଲୁଥିବା ଉଚ୍ଚା ନିଚା ଅବସ୍ଥା କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ନଦେବାର ଆପଣ ଅନୁଭବ କରୁଛନ୍ତି। ଏହି କାରଣରୁ ହିଁ ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗୁଛି କିନ୍ତୁ ଏହା ଜାଣିନିଅନ୍ତୁ କି ଏହା ଆପଣଙ୍କୁ ଆହୁରି ଶକ୍ତିଶାଳୀ ମଧ୍ୟ କରି ଦେଉଛି। ଆପଣ ବହୁତ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି।କୌଣସି ବି କାର୍ଯ୍ୟ କରିବା ଆଗରୁ ସେହି କାର୍ଯ୍ୟ ବିଷୟକୁ ନେଇ ଅନେକ କଥା ଚିନ୍ତା କରିଥାନ୍ତି ଏହା ଭଲ କିନ୍ତୁ ଏହି ସ୍ଵଭାବ କାରଣରୁ ଆପଣ ଅନେକ ସମୟରେ ଅନେକ ସୁନ୍ଦର ସୁନ୍ଦର ସୁଯୋଗକୁ ହାତ ଛଡା କରିଦେଇଥାନ୍ତି

ଆପଣ ଯଦି ଦ୍ୱିତୀୟ ପ୍ରଜାପତିଟିକୁ ତେବେ ଜାଣିନିଅନ୍ତୁ କି ଆପଣ ଧର୍ଯ୍ୟବାନ ବିବେକବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ରହିଥାନ୍ତି ସର୍ବଦା ଉଚ୍ଚ ସ୍ଥିତିରେ ହିଁ ରହିଥାନ୍ତି। ପବିତ୍ର ସ୍ୱଭାବ ସମ୍ପୁର୍ଣ୍ଣ ବ୍ୟକ୍ତି ହୋଇଥିବା କାରଣରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କ କ୍ରୋଧ ଓ ଚିଡିଚିଡା ପଣ ମଧ୍ୟ ଅଧିକ ରହିଥାଏ।ଟିକିଏ ଟିକିଏ କଥାରେ ରାଗିଯିବା ଭଳି କିଛି ଗୁଣ ଆପଣଙ୍କ ଠାରେ ରହିଥାଏ। ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ ଆପଣଙ୍କୁ କେବେବି ତ୍ୟାଗ କରନ୍ତି ନାହିଁ ଏବଂ ସର୍ବଦା ଆପଣଙ୍କ ସହିତ ହିଁ ରହିଥାନ୍ତି।

ଆପଣ ଯଦି ତୃତୀୟ ନମ୍ବର ପ୍ରଜାପତିଟିକୁ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ଆକର୍ଷଣୀୟ ଓ ମନ ମୋହିନେଲା ଭଳି ବ୍ୟକ୍ତି ଅଟନ୍ତି ଯିଏ ବି ଆପଣଙ୍କ ସହିତ ଥରୁଟିଏ ମିଶି ଥାଆନ୍ତି ସେ ଜୀବନରେ କେବେବି ଆପଣଙ୍କୁ ଭୁଲ ବୁଝି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଅଧିକ ଗପିବାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ସର୍ବଦା ହିଁ କାହା ସହିତ ରହିବାକୁ ଏବଂ ଖୁସିରେ ରହିବାକୁ ପସନ୍ଦ କରିଥାଆ ନ୍ତି। ସର୍ବଦା ହସ ହସ ମୁହଁ ଆପଣଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରିଥାଏ। ଆପଣ ଏକ ଭଲ କଳାକାର ମୋଟିଭେଟର ଶିକ୍ଷକ ଏବଂ ଭଲ ବ୍ୟବସାୟୀ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *