ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ର ଏମିତି କିଛି ସେଲିବ୍ରେଟି ଅଛନ୍ତି ଯେଉଁ ମାନେ ଦୁଇ ଥର ଲେଖାଏ ବିବାହ କରିଛନ୍ତି ଯେକୌଣସି କାରଣ ପାଇଁ ସେମାନେ ବିବାହ କରିଛନ୍ତି ତେବେ ଏହା ପଛର କାରଣ କଣ ଜାଣିଛନ୍ତି ଆପଣମାନେ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |
ପ୍ରଥମେ ଜାଣିବା ଅଭିନେତା ଚନ୍ଦନଙ୍କ ବିଷୟରେ ଚନ୍ଦନ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତା ତେବେ ସେ ବାବୁ ଆଇ ଲଭ ୟୁ ସିନେମାରେ ବହୁତ ଫେମସ ହୋଇଥିଲା ତେବେ ତାଙ୍କର ସେ ସିନେମା ବହୁତ ସୁପରହିଟ ହୋଇଥିଲା ତେବେ ପ୍ରଥମେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କ ସ୍ତ୍ରୀଙ୍କ ନାଁ ହେଉଛି ଶ୍ରୀଦେବୀ ବ୍ୟକ୍ତିଗତ କାରଣରୁ ତାଙ୍କର ଡିଭୋର୍ସ ହେବା ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି ଯାହାଙ୍କ ନାଁ ହେଉଛି ଗୀତାଞ୍ଜଳି |
ଦ୍ୱିତୀୟରେ ଜାଣିବା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ ତେବେ ଆପଣମାନେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକମାନଙ୍କ ମନରେ ରହିଥାଏ ବହୁତ ସାରା ଆଶା ତେବେ ସେ ଅନେକ ସୁପରହିଟ ସିନେମାରେ କାମ କରିଛନ୍ତି ତେବେ ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀ ଦୁହେଁ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ଏବଂ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ |
ଏହା ପରେ ରହିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ ତେବେ କୋଏଲ ହେଉଛନ୍ତି ଜଣେ ବେଙ୍ଗଲୀ ଅଭିନେତ୍ରୀ ସେ ଓଡିଶାକୁ ଆସି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ ସୁନ୍ଦର ଅଭିନୟ କରିଛନ୍ତି ତେବେ ସୁଟିଙ୍ଗ ସେଟରୁ ଅଭିନେତା ବବି ମିଶ୍ରଙ୍କୁ ଭଲ ପାଇ ବିବାହ କରିଥିଲେ ଏବଂ ନିଜ ଭିତରେ ବ୍ୟକ୍ତିଗତ ଝଗଡ଼ା ହେତୁ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ କୋଏଲ ବାନାର୍ଜୀ କୋଏଲ ବାନାର୍ଜୀ ଜଣେ ବେଙ୍ଗଲୀ ଅଭିନେତାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ପୁଅ ମଧ୍ୟ ଅଛନ୍ତି |
ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଓଲିଉଡ଼ର ସ୍ମାଇଲ କୁଇନ ପ୍ରିୟ ଚୌଧୁରୀ ତେବେ ଆପଣମାନେ ପ୍ରିୟାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଦୁହେଁକ ମଧ୍ୟରେ ପାରିବାରିକ କଳହ ହେତୁ ଦୁହେଁ ଅଲଗା ହୋଇ ଯାଇଥିଲେ ଏହା ପରେ ପ୍ରିୟ ଚୌଧୁରୀ ଦ୍ୱିତୀୟ ବିବାହ କରି ନେଇଥିଲେ ତେବେ ତାଙ୍କର ଦ୍ୱିତୀୟ ସ୍ୱାମୀ ହେଉଛନ୍ତି ଜଣେ ଫୋଟ ଗ୍ରାଫର ଆଉ ବର୍ତ୍ତମାନ ତାଙ୍କର ଏକ ପୁଅ ଅଛି ସେ ନିଜ ସ୍ୱାମୀ ଏବଂ ପୁଅ ସହିତ ବହୁତ ଖୁସିରେ ଅଛନ୍ତି |
ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ଓଲିଉଡ଼ର ପାଗଳ ପ୍ରେମୀ ଭାବରେ ପରିଚିତ ସବ୍ୟସଚୀ ମିଶ୍ର ତେବେ ଆପଣମାନେ ସବ୍ୟସଚୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସେ ଅଭିନେତା ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି ତେବେ ସେ ଆଗରୁ ଜଣଙ୍କୁ ବିବାହ କରିଥିଲେ ଯାହାଙ୍କ ନାଁ ହେଉଛି ସୀମା ମିଶ୍ର ସିଏ ହେଉଛନ୍ତି ସବ୍ୟସଚୀଙ୍କ କଲେଜ ବେଳର ସାଙ୍ଗ ତେବେ ତାଙ୍କ ସାଙ୍ଗରେ ସାତ ବର୍ଷ ରହିବା ପରେ ଦୁହେଁ ଦୁହେଁକ ଠାରୁ ଅଲଗା ହୋଇ ଯାଇଥିଲେ ବର୍ତ୍ତମାନ ସେ ଅଭିନେତ୍ରୀ ଅର୍ଚ୍ଚନାଙ୍କୁ ବିବାହ କରି ଖୁସିରେ ଅଛନ୍ତି