ଓଲିଉଡ଼ର ସମସ୍ତ ହିରୋଇନ ମାନଙ୍କ ଭଉଣୀ ମାନେ କେଉଁ ବଲିଉଡ Heroine ମାନଙ୍କ ଠାରୁ କମ ନୁହଁନ୍ତି

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ଅନେକ ସିନେମାରେ ମଧୁର ସମ୍ପର୍କ ଭାଇ ଭଉଣୀ କିମ୍ବା ଭଉଣୀ ଭଉଣୀ ଙ୍କ ସଂପର୍କ ବିଷୟରେ ଦୃଶ୍ୟମାନ ହୋଇଛି ଏବଂ ଏହି ସବୁ ସିନେମା ରେ ଭାଇ ଭଉଣୀଏବଂ ଭଉଣୀ ଭଉଣୀ ଙ୍କ ପବିତ୍ର ଓ ମଧୁର ସଂପର୍କ ବିଷୟରେ ଦେଖାଯାଏ । ଏହି ସିନେମାରେ ଅଭିନୟ କରିଥିବା ଏହି ଅଭିନେତା ଅଭିନେତ୍ରୀ ମାନେ ନିଜ ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇଥାନ୍ତି ।କିନ୍ତୁ ଏହି ଅଭିନେତା ଏବଂ ଅଭିନେତ୍ରୀ ମାନେ କେବଳ ପରଦା ରେ ହିଁ ଏହି ସମ୍ପର୍କ କୁ ଭଲରେ ନିଭାଇ ନ ଥାନ୍ତି ବରଂ ବାସ୍ତବରେ ମଧ୍ୟ ନିଜ ସମସ୍ତ ସମ୍ପର୍କ କୁ ବହୁତ ଭଲ ଓ ସୁନ୍ଦର ଭାବେ ନିଭେଇଥାନ୍ତି । ତେବେ ଚାଲନ୍ତୁ ଜାଣିନେବା ସେହି ଭାଇ ଭଉଣୀଙ୍କ ବିଷୟରେ ଏବଂ ତାଙ୍କ ସଂପର୍କ ବିଷୟରେ ଆଲୋଚନା ମଧ୍ୟ କରିନେବା ।

୧- ପ୍ରଥମ ନମ୍ବର ରେ ଅଛନ୍ତି ବର୍ଷାପ୍ରିୟଦର୍ଶିନୀ । ବର୍ଷା ଓଲିଉଡ ଜଗତର ଜଣେ ସଫଳ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଂକୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି । ଏବଂ ନିଜ ସୁନ୍ଦର ଚେହେରା ରେ ମଧ୍ୟ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି । ବର୍ଷା ଙ୍କ ଦୁଇ ଜଣ ଭଉଣୀ ଅଛନ୍ତି । ଏମାନଙ୍କ ଭିତରେ ବହୁତ ଘନିଷ୍ଠ ସମ୍ପର୍କ ରହିଛି ।

୨- ଦ୍ୱିତୀୟ ରେ ଅଛନ୍ତି ଅର୍ଚ୍ଚିତା ଓଲିଉଡ ଜଗତର ଜଣେ ସୁପରହିଟ ଅଭିନେତ୍ରୀ ସେ ନିଜର ଅଦ୍ଭୂତପୂର୍ବ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତାଙ୍କ ର ଜଣେ ବଡ଼ ଭଉଣୀ ଅଛନ୍ତି । ସେ ହେଉଛନ୍ତି ଅର୍ପିତା ସାହୁ । ସେମାନଙ୍କ ଭିତରେ ବହୁତ ଭଲ ପାଇବା ରହିଛି

୩- ତୃତୀୟ ନମ୍ବର ରେ ଅଛନ୍ତି ରିଆ ଦେ ଓଲିଉଡ ଜଗତ ର ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ସେ ଜଣେ । ସେ ଓଲିଉଡ ରେ ଅନେକ ସିନେମାରେ ଅଭିନୟ କରିଛନ୍ତି ଏବଂ ନିଜ ଅଭିନୟରେ ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ମଧ୍ୟ ହୋଇଛନ୍ତି ଏବଂ ସେ ବଲିଉଡରେ ମଧ୍ୟ ଅଭିନୟ କରି ସଫଳତା ହାସଲ କରିଛନ୍ତି । ତେବେ ତାଙ୍କର ଗୋଟିଏ ଭଉଣୀ ଟଙ୍କା ଯିଏକି ଶିଳ୍ପା ଦେ ।

୪- ଚତୁର୍ଥ ରେ ହେଉଛନ୍ତି ନିହାରିକା ଦାସ ଓଲିଉଡ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ । ସେ ନିଜର ଅଭିନୟ ଓ ଲୁକ ବଳରେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ଏବଂ ତାଙ୍କ ର ଗୋଟିଏ ଭଉଣୀ ଅଛି ଯିଏ ହେଉଛି ନିୟତି ଦାସ । ଏମାନଙ୍କ ଭିତରେ ବହୁତ ନିବିଡ଼ ସମ୍ପର୍କ ରହିଛି ।

୫- ପଞ୍ଚମ ରେ ଅଛନ୍ତି ଶିବାନୀ ସଙ୍ଗୀତା । ଶିବାନୀ ଓଲିଉଡ ର ଜଣେ ସଫଳ ଅଭିନେତ୍ରୀ ତେବେ ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି । ତାଙ୍କର କେବଳ ଜଣେ ସାନ ଭଉଣୀ ଅଛି । ଯାହାର ନାମ ହେଉଛି ଶୋହାନି ଶିତଲ । ଏବଂ ସୋସିୟାଲ ମିଡିଆରେ ଦୁଇ ଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବଂ ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।

୬- ଷଷ୍ଠ ରେ ହେଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ଲିପ୍ସା ଙ୍କୁ ଆପଣ ଅନେକ ସିନେମା ଏବଂ ଧାରାବାହିକ ତଥା କିଛି ଆଲବମ ଗୀତ ରେ ଅଭିନୟ କରିବାର ଦେଖିଥିବେ । ତେବେ ବର୍ତ୍ତମାନ ସେ ନମ୍ବର୧ ରେ ରହୁଛନ୍ତି । ତେବେ ଲିପ୍ସା ଙ୍କ ର ଦୁଇ ବଡ଼ ଭଉଣୀ ଅଛନ୍ତି ସେ ମଧ୍ୟ ଲିପ୍ସା ଙ୍କ ଭଳି ଖୁବ ସୁନ୍ଦର । ତେବେ ଏହି ଫୋଟୋ ରେ ଆପଣ ସେମାନଙ୍କୁ ଦେଖି ପାରୁଥିବେ ।

Leave a Reply

Your email address will not be published. Required fields are marked *