ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ପ୍ରକାଶିତ ପାଇବ ରେଜଲ୍ଟ ସବୁ Student ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା +୨ ପରୀକ୍ଷାକୁ ନେଇ ଏକ ବହୁତ୍ ବଡ଼ ଖବର ବହୁତ୍ ଶୀଘ୍ର ବହରିବାକୁ ଯାଉଛି +୨ ପରୀକ୍ଷା ଫଳ ଏନେଇ ଆସିଲା ନୂଆ ସୂଚନା କଣ ସେହି ସୂଚନା ଜାଣିବାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆପଣ ମାନେ ନିହାତି ଭାବେ ଜାଣିଥିବେ ଯେ +୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଶେଷ ହୋଇସାରିଛି ଏବଂ ଆଜି ଠାରୁ +୨ ପରୀକ୍ଷାର ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବାକୁ ଯାଉଛି

ମାଧ୍ୟମିକ ଶିକ୍ଷା ପରିଷଦର ଏକ ରିପୋର୍ଟ ଅନୁଯାଇ ଆଜି ଅର୍ଥାତ୍ ଶନିବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ ଏହି ମୂଲ୍ୟନକ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହା ମୂଲ୍ୟାଙ୍କନ କାର୍ଯ୍ୟରେ ସମୁଦାୟ ୮୦୦୦ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେବାକୁ ଯାଉଛନ୍ତି ୩୫୦୦ ଜଣ ଶିକ୍ଷକ ଅନଲାଇନ ଓ ୪୫୦୦ ଜଣ ଶିକ୍ଷକ ଅଫଲାଇନ ମାଧ୍ୟମରେ ଦେଖିବେ

ସୂଚନା ଅନୁସାରେ ଏହା ୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିଲା ହେଲେ କିଛି କାରଣ ଯୋଗୁ ଏହା ୪ ତାରିଖ ଠାରୁ ଆରମ୍ଭ ହୋଇ ପାରିଲା ନାହିଁ । ଏବେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନଲାଇନ ମାଧ୍ୟମରେ ଦେଖା ଯିବ ଓ କଳା ଓ ଧନ୍ଦା ବିଭାଗର ଖାତା ଅଫଲାଇନ୍ ମାଧ୍ୟମରେ ଦେଖାଯିବ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ କାର୍ଯ୍ୟ ଶେଷ କରିବା ସହିତ ୫ ମେ ରେ ପ୍ରକାଶିତ ହେବ+୨ ପରୀକ୍ଷା ଫଳ।

Leave a Reply

Your email address will not be published. Required fields are marked *