ଧୋନୀଙ୍କୁ କଥାକୁ ମାନିଲେନି ଋତୁରାଜ ଲାଜ୍ୟାଜନକ ହାରିଲା ଚେନ୍ନାଇ ,ଏପରି ବୟାନ ଦେଲେ Mahi ଦେଖନ୍ତୁ …

କାମ ଦେଲାଣି ଧୋନିଙ୍କ ଚାଲ ଜିତୁ ଜିତୁ ହାରିଲା CSK ହଟାଇବା ପରେ ବଦଳିଗଲା ସମ୍ପୂର୍ଣ୍ଣ ପଏଣ୍ଟ ଟେବୁଲ୍ ! ହଁ ଦର୍ଶକ ବନ୍ଧୁ ହାରିଲା CSK ଜିତିଲା ହାଇଦରାବାଦ ଧୋନି ଚଳାଇଥିବା ଚାଲରେ ପଡ଼ିଲେନି ହାଇଦରାବାଦ ବ୍ୟାଟ୍ସମ୍ୟାନ୍ ଗତକାଲି ଅନୁଷ୍ଠିତ ହୋଇଥିବା CSK ଓ SRH ମ୍ୟାଚରେ ତେବେ ହାଇଦରାବାଦ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା

ପ୍ରଥମେ ବ୍ୟାଟିଂ କରି CSK ମୂଲ୍ୟବାନ ୫ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା ତାପରେ ହାଇଦରାବାଦ ତାର ଚମତ୍କାରି ବ୍ୟାଟ୍ସମ୍ୟାନ୍ ମାନଙ୍କ ସହାୟତାରେ ସହଜରେ ମ୍ୟାଚ୍ ଟିକୁ ଜିତି ଯାଇଥିଲା CSK ଏହି ମ୍ୟାଚ୍ ହାରିବାପରେ ପଏଣ୍ଟ ଟେବୁଲ୍ ରେ ବହୁତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି |

CSK ତୃତୀୟ ସ୍ଥାନରେ ଥିବା ବେଳେ ହାଇଦରାବାଦ ସ୍କୋର ବୋର୍ଡ ର ପଞ୍ଚମ ସ୍ଥାନରେ ଅଛି । ଆପଣ ମାନଙ୍କୁ କଣ ଲଗୁଛି ତାହାର IPL କିଏ ଜୀତିବ କମେଣ୍ଟ କରି ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *