ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ବାହାରିବ ସବୁ ଷ୍ଟ୍ରିମ Student ମାନଙ୍କ ରେଜଲ୍ଟ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଫଳ ପ୍ରକାଶ ନେଇ ଜାରି ହେଲା ଆଉ ଏକ ନୂଆ ସୂଚନା କେଉଁ ତାରିକରେ ରେଜଲ୍ଟ ପ୍ରକାଶ ପାଇବ ଏନେଇ CHSE ପକ୍ଷରୁ ଜାରି ହେଲା ନୂଆ ସୂଚନା ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ସବୁ ଛାତ୍ର ଛାତ୍ରୀ ମାନେ ରେଜଲ୍ଟ ପାଇପାରିବେ ଯାହା ଆମେ ଆଜିର ବିଷୟରେ ଜାଣିବା ତେବେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଦେଖନ୍ତୁ ଏବେ ଏକ ଅପଡେଟ ଆସିଛି ମେ 15 ତାରିକରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ ଏନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ହେବ ଏକା ଦିନରେ କଳା ,ବିଜ୍ଞାନ ଏବଂ ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ |

ନିର୍ବାଚନକୁ ଦେଖି ମେ 15 ତାରିକ ଭିତରେ ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି |ଅନ୍ୟପଟେ ଓଡ଼ିଶାର ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା |ଏହା ପରେ ଥିବା ପ୍ରେସମିଟ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ |

ପରୀକ୍ଷାରେ ଆଉଟ ଅଫ ସିଲାବସ ନୁହେଁ ଚଏସ ଡେଫିସିଟ ରହିଛି କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ରରେ ଚଏସ ଡେଫିସିଟ ରହିଛି |ତେବେ କଳା ,ବିଜ୍ଞାନ ଏବଂ ବାଣିଜ୍ୟ ଧନ୍ଦା ମୂଳକ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ଜାଣିପାରିବେ ଛାତ୍ର ଛାତ୍ରୀ |

Leave a Reply

Your email address will not be published. Required fields are marked *