ପ୍ରେମିକର ସବୁ କିଛି ସାରି ଦେଇ ଏବେ ବାହା ହେବାକୁ ମନା କରୁଛି ପ୍ରେମିକ ,କହୁଛି ଏପରି କଥା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ମୋର ଇଚ୍ଛା ନଥାଇ ମଧ୍ୟ ମୋ ସହିତ ଜୟଦେବ କରନ୍ତି ଆଉ ତାଙ୍କ ଖୁସି ପାଇଁ ସେ ମୋ ସହିତ ସବୁଦିନ ଖରାପ କାମ କରନ୍ତି | ଆଉ ମୋତେ କୁହନ୍ତି ବାହାହେବା ପାଇଁ ଆଉ ମୋତେ ନେଇକି ବୁଲା ବୁଲି ମଧ୍ୟ କରନ୍ତି ଆଉ ଖରାପ କାମ କରନ୍ତି ସବୁ କିଛି ସରିଗଲା ପରେ ଏବେ ବାହାହେବାକୁ ମନା କରୁଛନ୍ତି ଜୟଦେବ |

ଦର୍ଶକବନ୍ଧୁ ଏକଥା ଆମେ କହୁନୁ ଏକଥା କହୁଛନ୍ତି ଏହି ମହିଳା ଜଣଙ୍କ ତାଙ୍କ କହିବା ଅନୁସାରେ ଜୟଦେବ ନାମକ ଏକ ଯୁବକ ତାଙ୍କୁ ବାହାହେବା ପ୍ରତୁଶିତି ଦେଇ ତାଙ୍କ ସହିତ ଶାବିକିଛ କାମ ସାରିଦେଇ ଏବେ ବାହାହେବାକୁ ମନା କରୁଛନ୍ତି |

ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ଆଉ କହିଛନ୍ତି ମୋତେ ନ୍ୟାୟ ନ ମିଳିଲେ ମୁଁ ଏ ଜୀବନ ଆଉ ରଖିବିନି | ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ଏହି ଭଳି ଲୋକ ମାନଙ୍କୁ କିଭଳି ଦଣ୍ଡ ଦେବା ଦରକାର ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

Leave a Reply

Your email address will not be published. Required fields are marked *