ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର ସରକାର କଲେ ବଡ଼ ଘୋଷଣା ,ସବୁ ଅଭିଭାବକ ଏବଂ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ପଞ୍ଜୀକରଣ ହୋଇ ସାରିଛି ବାଲ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖା ଆରମ୍ଭ ହେବ ଏପ୍ରିଲ 15 ତାରିକ ଯାଏ ପଞ୍ଜୀକରଣ କରାଯିବ |ସୂଚନା ଯୋଗ୍ୟ ଇଛୁକ ଅଭିଭାବକ ମାନେ ମନୋନୀତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ପଞ୍ଜୀକରଣ କରିବେ |

15 ତାରିକ ପଞ୍ଜୀକରଣ ଶେଷ ତାରିକ ତେବେ 19 ତାରିକରେ ପ୍ରଥମ ପ୍ରୋଭିଜନାଲ ପ୍ରକାଶ ପାଇବ |ଏଥିରେ ନାମ ଲେଖାଇବା ପାଇଁ ଚୟନ ପିଲାଙ୍କର ତାଲିକା ରହିବ |ତେବେ 19 ରେ ପ୍ରୋଭିଜନାଲ ନାମଲେଖା ତାଲିକା ପ୍ରକାଶ ପାଇବ ସେହିପରି ମେ 8 ତାରିକରେ ତୃତୀୟ ତାଲିକା ପ୍ରକାଶ ପାଇବ |

29 ଜୁନ ମଧ୍ୟରେ ନାମ ଲେଖା ଶେଷ ହେବ |ଏସମ୍ପର୍କୀୟ ସମସ୍ତ ସୂଚନା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଟନ ୱେବସାଇଟରେ ଉପଲବ୍ଧ ରହିଛି କେବଳ ପ୍ରଥମ ଶ୍ରେଣୀ ନାମ ଲେଖା ପାଇଁ ପଞ୍ଜୀକରଣ ଅନଲାଇନରେ ହେବ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ଅଫଲାଇନ ପଞ୍ଜୀକରଣ କରାଯିବ |

ଏପ୍ରିଲ 1 ରୁ 10 ତାରିକ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ସ୍କୁଲରେ ଅଫଲାଇନ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି ଶ୍ରେଣୀର ସିଟକୁ ଦେଖି ନାମ ଲେଖା ହେବ

Leave a Reply

Your email address will not be published. Required fields are marked *