ଧନକୁ ଚୁମ୍ବକ ପରି ଟାଣନ୍ତି ଏହି ପଶୁ ପକ୍ଷୀ ଆପଣଙ୍କ ଘରକୁ ଆସୁଛନ୍ତି କି ,କରନ୍ତୁ ଏହି ଛୋଟିଆ କାମ ସାରା ଜୀବନ ଖୁସିରେ ରହିବେ

ନମସ୍କାର ଦର୍ଶକବନ୍ଧୁ ଏହି ପଶୁ ପକ୍ଷୀ ମାନେ ଆପଣଙ୍କୁ କରିଥାଆନ୍ତି ଧନୀ ଗାଈ ,କୁକୁର ,କାଉ ,ପାରା ଏବଂ ଜନ୍ଦା ପିମ୍ପୁଡ଼ି କିପରି ଏବଂ କଣ କଲେ ଧନ ସୁଖ ସମୃଦ୍ଧି ପ୍ରାପ୍ତି ହେବା ସହିତ ସମସ୍ତ ଦୁଃଖ ଦୁର୍ଦଶା ଏବଂ ଗ୍ରହ ଦୋଷ ଦୂର ହୋଇଥାଏ ତେବେ ଚାଲନ୍ତୁ ଜାଣିବା |ବନ୍ଧୁଗଣ ଆମର ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଦ୍ୟ ଦେଇଥାଆନ୍ତି ଏବଂ ପାଳି ଥାଆନ୍ତି ବିଶେଷ କରି ଶ୍ରାଦ୍ଧ ଏବଂ ପର୍ବପର୍ବାଣିରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଦେଇଥାଆନ୍ତି ତେବେ ତାହା ପିତୃ ପୁରୁଷ ପାଇଗଲେ ବୋଲି ଅନୁଭବ କରି ଖୁସି ହୋଇଥାଆନ୍ତି କେହି ମାନନ୍ତୁ କିମ୍ବା ନ ମାନନ୍ତୁ ଏହା ମଣିଷର ଜୀବନରେ ନିଶ୍ଚିତ ପ୍ରଭାବ ପକାଇଥାଏ ଯଦି ସଦ ଭାବନା ସହିତ କାର୍ଯ୍ୟ କରାଯାଏ ତେବେ ନିଶ୍ଚିତ ଭାବରେ ସଫଳ ମିଳିଥାଏ |

ନମ୍ବର 1 କାଉ ମନୁଷ୍ୟର ଏକ ବନ୍ଧୁ ପରିବେଶ ସଫା ସୁତୁରା ରଖିବାରେ କାଉର ବହୁତ ଅବଦାନ ଥାଏ ଏବଂ ଶନିଦେବଙ୍କର ବାହାନ ଅଟେ ଶନିଦେବଙ୍କର ଅତିପ୍ରିୟ ମଧ୍ୟ ଅଟେ କାଉକୁ ଭୋଜନ ଦେବା ସନ୍ତୁଷ୍ଟ କରିବା ସାକ୍ଷାତ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସମାନ ହୋଇଥାଏ ଯଦି ପ୍ରତିଦିନ କାଉକୁ କିଛି ଖାଦ୍ୟ ତଥା ପୁରୀ ,ଖିରୀ ଏବଂ ମିଠା ରୁଟି ଚାଉଳ ,ଡାଲି ସେଓ ବିସ୍କୁଟ ପଣାପଣି ଅନେକ ପ୍ରକାର ଖାଦ୍ୟ ଦେଇ କାଉକୁ ସନ୍ତୁଷ୍ଟ କରିବାର ବିଧି ଶାସ୍ତ୍ରରେ ବର୍ଣ୍ଣିତ ଅଛି |ଯଦି ପ୍ରତିଦିନ କାଉର ସେବା ଏହିପରି ହୋଇଥାଏ ତେବେ ଆପଣଙ୍କୁ ପୁଣ୍ୟ ଅର୍ଜନ ହୋଇଥାଏ |

ନମ୍ବର 2 କଳା କୁକୁର ଏହା ହେଉଛି କାଳ ଭୈରବଙ୍କର ବାହାନ ଏଣୁ ଯଦି କଳା କୁକୁରଙ୍କୁ କିଛି ଖାଦ୍ୟ ଦିଆଯାଏ ତେବେ ବହୁତ ପ୍ରକାର ଶୁଭ ଫଳ ମିଳିଥାଏ ପ୍ରତିଦିନ ଅବା ପ୍ରତ୍ୟକ ଶନିବାର ଅମାବାସ୍ୟାରେ ଯଦି ରୁଟି ,ଗୁଡ଼ ଏବଂ ବିସ୍କୁଟ ଇତ୍ୟାଦି ଖାଇବାକୁ ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ଏବଂ ତେଲରେ ସେକା ହୋଇଥିବା ରୁଟି ଯଦି କଳା କୁକୁରକୁ ଖାଇବାକୁ ଦିଆଯାଏ ତେବେ ଶନି ,ରାହୁ ଏବଂ କେତୁ ସମସ୍ତ ପ୍ରକାର ଦଶା ,ଦୁଃଖ ଏବଂ ଦୁର୍ଦଶା ଦୂର ହୋଇଥାଏ |

ନମ୍ବର ଜନ୍ଦା ପିମ୍ପୁଡି ଇଏ ହେଉଛନ୍ତି ଅତି ପରଶ୍ରମି ଜୀବ ସେମାନେ ସଦା ସର୍ବଦା ଖାଦ୍ୟ ସଂଗ୍ରହରେ ଲାଗି ଥାଆନ୍ତି ଏହି ଜନ୍ଦା ପିମ୍ପୁଡ଼ି ଆମ ନଜରରେ ଆସିଲେ ଆମେ ମାନେ ଅଣ ଦେଖା କରି ଦେଇଥାଉ ଅବା ପାଦରେ ଦଳି ଦେଇଥାଉ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯଦି ଜନ୍ଦା ପିମ୍ପୁଡ଼ିକୁ ଚିନି ଗୁଡ଼ ଖାଇବାକୁ ଦିଆଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ ଏହା ଦ୍ୱାରା ଶନି ,ରାହୁ ଏବଂ କେତୁ ଗ୍ରହ ଶାନ୍ତି ହେବା ସହିତ ଜୀବନରେ ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ |

Leave a Reply

Your email address will not be published. Required fields are marked *