ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ସାମ୍ନାରେ ଦୁଇଟି ପାରାର ଚିତ୍ର ରହିଅଛି ଗୋଟେ ବସିଥିବା ପାରା ଏବଂ ଅନ୍ୟଟି ଉଡ଼ନ୍ତା ପାରା ଆପଣଙ୍କୁ କେଉଁ ପାରାର ଚିତ୍ରଟି ଭଲ ଲାଗୁଚି କେଉଁ ପାରାର ଚିତ୍ରଟି ଆପଣଙ୍କୁ ଆକର୍ଷିତ କରୁଅଛି ସେହି ଆଧାରରେ ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କହିବୁ ଆପଣଙ୍କ ପାଇଁ ଆଗକୁ ଦିନ ଗୁଡ଼ିକ କିପରି ରହିବାକୁ ଅଛି ସେସବୁ ବିଷୟରେ ମଧ୍ୟ କହିବୁ ତ ଆପଣଙ୍କୁ କେଉଁ ପାରାଟି ଅଧିକ ଆକର୍ଷିତ ଲାଗୁଛି ଆପଣ ଗୋଟିଏ ପାରାକୁ ହିଁ ଚିନ୍ତାରେ ନିଅନ୍ତୁ ଅର୍ଥାତ ଗୋଟିଏ ପାରାକୁ ଧ୍ୟାନ କରନ୍ତୁ ଆପଣ ଭଗବାନଙ୍କ ନାମ ନେଇ ଗୋଟିଏ ପାରାକୁ ବାଛି ପାରିବେ ଆଖି ବନ୍ଦ କରି ଆପଣଙ୍କୁ ଯେଉଁ ପାରାଟି ଭଲ ଲାଗୁଛି ଆପଣ ସେହି ପାରାଟିକୁ ବାଛି ପାରିବେ
ଯଦି ଆପଣ ପ୍ରଥମ ପାରାଟିକୁ ବାଛିଛନ୍ତି ଯେଉଁ ପାରାଟି ବସିଥିଲା ଆପଣ ସେହି ପାରା ଟିକୁ ବାଛିଛନ୍ତି ଦେଖନ୍ତୁ ଆପଣ ବର୍ତ୍ତମାନ ଅକର୍ମୀ ପରି ସମୟ ଅତିବାହିତ କରୁଛନ୍ତି କୌଣସି ବି କାମରେ ଆପଣଙ୍କର ଠିକ ସେ ମନ ଲାଗୁ ନାହିଁ ଯେଉଁ କାମରେ ହାତ ଦେଉଛନ୍ତି ସେହି କାମ ପ୍ରାୟ ଅସଫଳ ହେଉଅଛି ଯେଉଁ ମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିଯିବା ଅବସ୍ଥା ଆପଣ ଦେଖି ସାରିଲେଣି ଅର୍ଥାତ ଆପଣଙ୍କର ଯେଉଁ ସବୁ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରି ଗଲେଣି ତାଙ୍କ ଠାରୁ ଆପଣ ବିଜୟ ପ୍ରାପ୍ତ କରିଛନ୍ତି ତଥାପି ଆପଣଙ୍କ ଜୀବନରେ ଶାନ୍ତି ନାହିଁ |ଏହା ଛଡ଼ା ଆପଣଙ୍କର ଏକ ପ୍ରିୟ ଜୀବ ଅଛି ଆପଣ ତା ପାଇଁ ବହୁ ସମୟରେ ଚିନ୍ତାରେ ପଡ଼ି ଯାଉଛନ୍ତି ତେବେ ଜଣାନ୍ତୁ ଏଭଳି ସମସ୍ୟା ଭାସମାନ ବିଜୁଳି ପରି ଦେଖାଦେଇ ଶୂନ୍ୟରେ ମିଳିଯିବ |ବର୍ତ୍ତମାନ ଆପଣଙ୍କର ଯେଉଁ ସବୁ ସମସ୍ୟା ରହିଥିଲା ତାହା ସବୁ ଦୂର ହୋଇଯିବ |
ଆପଣ ଯଦି ଦୁଇ ନମ୍ବର ପାରା ଟିକୁ ବାଛିଛନ୍ତି ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ବର୍ତ୍ତମାନ ଚିନ୍ତା ଦୂର ହେବାର ସମୟ ଆସି ଯାଇଅଛି କିନ୍ତୁ ବର୍ତ୍ତମାନ କର୍ମ ପାଇଁ ଫଳ ପ୍ରାପ୍ତିର ଯୋଗ ରହୁଅଛି |ଆପଣ ଯେଉଁ ଆଶାରେ ଅଛନ୍ତି ତାହାର ଶୁଭଫଳ ପାଇବାରେ ଟିକେ ବିଳମ୍ବ ହୋଇପାରେ ଜାତକରେ ଶନି ,ଶୁକ୍ର ବୃଦ୍ଧାଚରଣରେ କାର୍ଯ୍ୟ କରୁଅଛନ୍ତି ଆଶାରେ ଥିବା ଫଳ ସ୍ବପ୍ନ ପରି ବିଫଳ ହେବାର କିଛି ଆପଣ ଆଭାସ ପାଉଛନ୍ତି କିନ୍ତୁ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ବର୍ତ୍ତମାନ ଆପଣ ଗ୍ରହଙ୍କ ନିର୍ଦିଷ୍ଟ ଦେବା ଦେବୀଙ୍କ ପୂଜା କରନ୍ତୁ ସେ ଯାହା ହେଉ ଆପଣ ଏତେ ଆଉ ମନ୍ଦ ଫଳ ଭୋଗ କରିବେ ନାହିଁ ଆପଣ ଭାବୁଥିବେ ଆପଣଙ୍କ ଜୀବନ ଦୁଃଖରେ କଟିଯିବ ତାହା ନୁହେଁ ଧର୍ଯ୍ୟ ଧରନ୍ତୁ ବର୍ତ୍ତମାନ ଭୋଗ କରୁଥିବା ଦୁଃଖ ତାହା ଶୀର୍ଷ ସୀମାରେ ପହଁଚି ସାରିଛି ଆପଣଙ୍କ ଦୁଃଖର ଦିନ ସମାପ୍ତ ହୋଇ ସାରିଛି |