ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ପ୍ରକାଶିତ ପାଇବ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ,Student ମାନେ ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ମେଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ୍ ବଡ଼ ଖବର ଗଣ ଶିକ୍ଷା ବିଭାଗରୁ ଆସିଛି ଏହି ବଡ଼ ଖବର । ଦର୍ଶକ ବନ୍ଧୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବାକୁ ଆଯୁଛି ମେଟ୍ରିକ୍ ପରୀକ୍ଷା ଫଳ ଆଗକୁ ନିର୍ବାଚନ ଆସୁଥିବାରୁ ଜଲଦି ମେଟ୍ରିକ୍ ଫଳ ବାହାର କରିବାକୁ ନିଷ୍ପତି ନିଆ ଯାଇଛି |

ଚଳିତ ବର୍ଷ ପ୍ରଥମ ଥର ମେଟ୍ରିକ୍ ପିଲା ପାଇପାରିବେ |ଡିଜିଟାଲ ଶ୍ର୍ତିଫିକେଟ୍ ରେଜଲ୍ଟ ପ୍ରକାଶ ପାଇବ ୭ ଦିନପରେ ମିଳିବ ଏହି ଶ୍ର୍ତିଫିକେଟ୍ ଏହାକୁ ଆପଣ ଅନଲାଇନ ମାଧ୍ୟମରେ ପାଇ ପାରିବେ ବୋର୍ଡ ଦ୍ଵାରା ସୂଚନା ଦିଆ ଯାଇଛି ଯେ ଏହି ଦାଖଲ ଠାରୁ ଖାତା ଦେଖି ଆରମ୍ଭ ହୋଇ ସାରିଛି |

ଏହି ଖାତା ଦେଖା ୨୮ତାରିଖ ସୁଧ ଶେଷ କରିବା ପାଇଁ ଅନୁମାନ କରା ଯାଇଛି |ରେଜଲ୍ଟ ପ୍ରକାଶ ପାଇବାପରେ ୭ଦିନ ମଧ୍ୟରେ ପିଲା ମାନେ ପାଇଜିବେ ଡିଜିଟାଲ ଶ୍ର୍ତିଫିକେଟ୍ ଏହା ସହିତ ରେଜଲ୍ଟ ବାହାରିବା ୧୫ ଦିନ ମଧ୍ୟରେ ପିଲାମାନେ ସ୍କୁଲରୁ ହାର୍ଡ କପି ଆଣି ପାରିବେ |

ଏହା ପରେ ପିଲା ଆମେ ଉନିଭର୍ସିଟୀ ଓ କଲେଜ ମାନଙ୍କରେ ନିଜ ନାମ ଲେଖାଇ ପାରିବେ । ଆଉ ବୋର୍ଡ ତରଫରୁ ସୂଚନା ମିଳିଛି ଯେ ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ପିଲା ମାନେ ତାଙ୍କ ମେଟ୍ରିକ୍ ପରୀକ୍ଷା ଫଳ ପାଇଯିବେ ।

Leave a Reply

Your email address will not be published. Required fields are marked *