ଦର୍ଶକ ବନ୍ଧୁ ମେଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ୍ ବଡ଼ ଖବର ଗଣ ଶିକ୍ଷା ବିଭାଗରୁ ଆସିଛି ଏହି ବଡ଼ ଖବର । ଦର୍ଶକ ବନ୍ଧୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବାକୁ ଆଯୁଛି ମେଟ୍ରିକ୍ ପରୀକ୍ଷା ଫଳ ଆଗକୁ ନିର୍ବାଚନ ଆସୁଥିବାରୁ ଜଲଦି ମେଟ୍ରିକ୍ ଫଳ ବାହାର କରିବାକୁ ନିଷ୍ପତି ନିଆ ଯାଇଛି |
ଚଳିତ ବର୍ଷ ପ୍ରଥମ ଥର ମେଟ୍ରିକ୍ ପିଲା ପାଇପାରିବେ |ଡିଜିଟାଲ ଶ୍ର୍ତିଫିକେଟ୍ ରେଜଲ୍ଟ ପ୍ରକାଶ ପାଇବ ୭ ଦିନପରେ ମିଳିବ ଏହି ଶ୍ର୍ତିଫିକେଟ୍ ଏହାକୁ ଆପଣ ଅନଲାଇନ ମାଧ୍ୟମରେ ପାଇ ପାରିବେ ବୋର୍ଡ ଦ୍ଵାରା ସୂଚନା ଦିଆ ଯାଇଛି ଯେ ଏହି ଦାଖଲ ଠାରୁ ଖାତା ଦେଖି ଆରମ୍ଭ ହୋଇ ସାରିଛି |
ଏହି ଖାତା ଦେଖା ୨୮ତାରିଖ ସୁଧ ଶେଷ କରିବା ପାଇଁ ଅନୁମାନ କରା ଯାଇଛି |ରେଜଲ୍ଟ ପ୍ରକାଶ ପାଇବାପରେ ୭ଦିନ ମଧ୍ୟରେ ପିଲା ମାନେ ପାଇଜିବେ ଡିଜିଟାଲ ଶ୍ର୍ତିଫିକେଟ୍ ଏହା ସହିତ ରେଜଲ୍ଟ ବାହାରିବା ୧୫ ଦିନ ମଧ୍ୟରେ ପିଲାମାନେ ସ୍କୁଲରୁ ହାର୍ଡ କପି ଆଣି ପାରିବେ |
ଏହା ପରେ ପିଲା ଆମେ ଉନିଭର୍ସିଟୀ ଓ କଲେଜ ମାନଙ୍କରେ ନିଜ ନାମ ଲେଖାଇ ପାରିବେ । ଆଉ ବୋର୍ଡ ତରଫରୁ ସୂଚନା ମିଳିଛି ଯେ ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ପିଲା ମାନେ ତାଙ୍କ ମେଟ୍ରିକ୍ ପରୀକ୍ଷା ଫଳ ପାଇଯିବେ ।