ମୋତେ ଧରିକି ଶୋଇଲା ଆଉ କାମ ସରିଗଲା ପରେ ମୋତେ ଛାଡିଦେଲା ମୁଁ କଣ ଶସ୍ତା ମୋତେ ରଖୁଛି ରଖୁଛି ଛାଡ଼ୁଛି ଆଜିକି 7ମାସ ହୋଇଗଲାଣି ଏହି ଭଳି ଧନ୍ଦା ଚାଲିଛି | ତୋ ଭଳିଆ ଫାଲତୁ ପିଲାପାଖକୁ ଆସିବାକୁ ମୋର କୌଣସି ଇଛା ନଥିଲା ମୋତେ ଫସେଇକି କୋଟି ମ୍ୟାରେଜ କରିକି ଆଜି ଏଇଠିକି ଆଣିଲା |
ମୁଁ ହେଉଛି ଚଷା କାଷ୍ଟ ଝିଅ ଏ ହେଉଛି ଭଣ୍ଡାରୀ ଜାତି ଏମାନେ ମୋର ପାଦତଳର ଲୋକ କିନ୍ତୁ ଆଜି ମୁଁ ମୁଣ୍ଡ ଉପରେ ବସେଇଲିବୋଲି ଏମାନେ ଆଜି ମୋ ସହିତ ଏମିତି କରିଛନ୍ତି | ହଁ ଆଂଜ୍ଞା ଏକଥା ଆମେ କହୁନୁ ଏକଥା କହିଛନ୍ତି ଏହି ଯୁବତୀ ଜଣଙ୍କ ତାଙ୍କର 8ମାସ ତଳେ ବାହାଘର ହୋଇଥିଲା |
ଆଉ ନିଜ ସାନ ପୁଅକୁ ଅଲଗା ଗୋଟେ ପିଲା ସହିତ ମୋତେ ସେଟ କରିକି ଜାଗାରେ ପହେଞ୍ଚଇଇଲେ ମୋତେ ଆଉ ବାଧ୍ୟ କାରିରେ ଖରାପ ସମ୍ପର୍କ ରଖିବାବାକୁ | ଆଉ ମୁଁ ମନ କରିଦେବାରୁ ମୋତେ ବାଡେଇ ଘରୁ ବିଦା କରିଦେଇଛନ୍ତି | ତେବେ ଦର୍ଶକବନ୍ଧୁ ଟିକେ ଭଲକରି ଦେଖନ୍ତୁ କଣ କହୁଛନ୍ତି ସେହି ଯୁବତୀ ଜଣଙ୍କ…