ଆଜିର ରାଶିଫଳ 26 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆଜି ତୃତୀୟ ସ୍ଥାନରେ ରାଶ୍ୟାଧିପ ଚତୁର୍ଥ କେନ୍ଦ୍ରାଧିପତିଙ୍କ ସହ ଅବସ୍ଥାନ କରି ବନ୍ଧୁଙ୍କ ସାହାଯ୍ୟ ଲାଭକରି ପାରିବେ। ରାହୁଙ୍କ ପ୍ରଭାବରେ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ କିନ୍ତୁ ଅବସନ୍ନତା ଅନୁଭବ କରିପାରନ୍ତି। ଷଷ୍ଠସ୍ଥ କେତୁଯୁକ୍ତ ବୁଧାଦିତ୍ୟ …

ଆଜିର ରାଶିଫଳ 26 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 25 ସେପ୍ଟେମ୍ବର 2024 ବୁଧୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆଜି ଦିନଟି ବନ୍ଧୁଙ୍କ ସହ ଯାତ୍ରାକାଳୀନ ସୁମଧୁର ଅନୁଭୂତିକୁ ନେଇ ବିତିବ। ଜମିଜମା, ଗାଡ଼ିମୋଟର, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଆଶଙ୍କା ରହିଛି। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା …

ଆଜିର ରାଶିଫଳ 25 ସେପ୍ଟେମ୍ବର 2024 ବୁଧୁବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 24 ସେପ୍ଟେମ୍ବର 2024 ମଙ୍ଗଳବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ପ୍ରାପ୍ତ କରିବା ଲାଗି ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ବଜାୟ ରଖନ୍ତୁ। ‌ ବୃଷ ରାଶି …

ଆଜିର ରାଶିଫଳ 24 ସେପ୍ଟେମ୍ବର 2024 ମଙ୍ଗଳବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 23 ସେପ୍ଟେମ୍ବର 2024 ସୋମବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ପ୍ରାପ୍ତ କରିବା ଲାଗି ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ବଜାୟ ରଖନ୍ତୁ। ‌ ବୃଷ ରାଶି …

ଆଜିର ରାଶିଫଳ 23 ସେପ୍ଟେମ୍ବର 2024 ସୋମବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 22 ସେପ୍ଟେମ୍ବର 2024 ରବିବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ। ସଚେତନତା ହେତୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। …

ଆଜିର ରାଶିଫଳ 22 ସେପ୍ଟେମ୍ବର 2024 ରବିବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 20 ସେପ୍ଟେମ୍ବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ବେପାରରେ ପ୍ରଗତି ହେବାର ସମ୍ଭାବନା ଅଧିକ। ଆମଦାନି ବଢ଼ାଇବାରେ ସଫଳ ହେବେ। ସମାଜିକ ମେଳମିଳାପ ବଢ଼ିବ। ପାରିବାରିକ ବାତାବରଣରେ ପ୍ରସନ୍ନତା ରହିବ। ବୃଷ ରାଶି – ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ସରକାରୀ କାମରେ ଲାଭର ସମ୍ଭାବନା ବଢ଼ିବ। …

ଆଜିର ରାଶିଫଳ 20 ସେପ୍ଟେମ୍ବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 19 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ମହିଳାମାନେ କୌଣସି କାମ ପୂରା କରିବାରେ ସଫଳ ହେବେ। ବୃଷ ରାଶି – ବରିଷ୍ଠଙ୍କ ଠାରୁ ପ୍ରୋଜେକ୍ଟ …

ଆଜିର ରାଶିଫଳ 19 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 18 ସେପ୍ଟେମ୍ବର 2024 ବୁଧୁବାର, କେମିତି କଟିବ ଆଜିର ଦିନ |

‌ମେଷ ରାଶି – ବ୍ୟବସାୟରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। ଆପଣଙ୍କୁ ଯଥେଷ୍ଟ ଧନଲାଭ ହୋଇପାରେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଛାତ୍ର ଲାଗି ଦିନଟି ଭଲ। ବୃଷ ରାଶି – ନିଜକୁ ସକାରାତ୍ମକ ଶକ୍ତିରେ …

ଆଜିର ରାଶିଫଳ 18 ସେପ୍ଟେମ୍ବର 2024 ବୁଧୁବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 16 ସେପ୍ଟେମ୍ବର 2024 ସୋମବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳତା ବଜାୟ ରହିବ। ପ୍ରେମିକ ପ୍ରେମିକା ଭ୍ରାନ୍ତ ଧାରଣା ଦୂର କରିବେ। ପାରିବାରିକ ଜୀବନ ଠିକଠାକ୍ ରହିବ। ବୃଷ ରାଶି – କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର …

ଆଜିର ରାଶିଫଳ 16 ସେପ୍ଟେମ୍ବର 2024 ସୋମବାର, କେମିତି କଟିବ ଆଜିର ଦିନ | Read More

ଆଜିର ରାଶିଫଳ 14 ସେପ୍ଟେମ୍ବର 2024 ଶନିବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆଜି ଲି-ନାମାକ୍ଷର ବ୍ୟକ୍ତିଙ୍କ ଦୈହିକ ଓ ମାନସିକ ସୁସ୍ଥତା ବ୍ୟାହତ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ। ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘ ଦିନର …

ଆଜିର ରାଶିଫଳ 14 ସେପ୍ଟେମ୍ବର 2024 ଶନିବାର, କେମିତି କଟିବ ଆଜିର ଦିନ | Read More