ବଡ଼ ଖବର ଡ଼ିଭସ ପରେ ବିଦେଶରେ ସୁନ୍ଦରୀ ଝିଅଙ୍କ ସହ ବୁଲୁଛନ୍ତି Anubhav Mohanty, ଦେଖନ୍ତୁ ପୁରା ଖବର |

ହେଲୋ ସାଙ୍ଗ ମାନେ | ବର୍ତ୍ତମାନ ସମୟ ରେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇଁ ସୋସିଆଲ ମିଡିଆରେ ଘୁରି ବୁଲୁଛି ଗୋଟିଏ ଫୋଟୋ | ତେବେ ଏହାର ରହସ୍ୟା ଜାଣିଲେ ଅର୍ଚାଯ୍ୟ ହୋଇଯିବେ |ଆପଣ ମାନେ ନିହାତି ଭାବେ ଓଲିଉଡ଼ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଜାଣିଥିବେ ସେ ଭହୁତ ସାରା ଚଳଚିତ୍ର ରେ ଅଭିନୟ କରିଛନ୍ତି |

ଘରେ ଘରେ ଲୋକ ଙ୍କ ମନରେ ରହି’ସୁପର ଷ୍ଟାର ହୋଇପାରିଛନ୍ତି |ଅନୁଭବ ମହାନ୍ତି ଓ ବର୍ଷ ପ୍ରିୟଦର୍ଶନୀ ଙ୍କ ଭିତରେ ଭହୁତ ସମସ୍ୟା ସୃଷ୍ଟି ହୋଇ ଅଲଗା ହୋଇଯାଇଛନ୍ତି |ସେମାଙ୍କ ର ଡ଼ିଭସ ହୋଇଯାଇଛି |ପାରିବାରିକ ବିବାଦ ପରେ ସେ ଆଉ ବେଶୀ ସିନେମା କରୁନାହାନ୍ତି | ସେ ବେଶୀ ରାଜନୀତି ରେ ପାଦ ଦେଇଛନ୍ତି ସୁପର ଷ୍ଟାର ଅନୁଭବ ମହାନ୍ତି ଓଡିଶା ତଥା ଓଡିଶା ବାହାରକୁ ସୁଟିଙ୍ଗ ପାଇଁ ଯାଇଛନ୍ତି |

ଆପଣ ମାନେ ନିହାତି ଭାବରେ ଜାଣିଥିବେ | ଏଆ ଭିତରେ ଅନୁଭବ ମହାନ୍ତି ଙ୍କ ଏକ ଚଳଚିତ୍ର ରିଲିଜ ହୋଇଛି |ଏହି ଚଳଚିତ୍ର ନା ହୋଉଛି କୁହୁଡି |ସୁଟିଙ୍ଗ ସେଟ ର କିଛି ଫୋଟୋ ଏବଂ ବିଡ଼ିଓ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ସେଆର କରିଛନ୍ତି |ସେହି ଭଳି ଓଡିଶା ତଥା ଓଡିଶା ବାହାର ଫୋଟୋ ଏବଂ ବିଡ଼ିଓ ସୋସିଆଲ ମିଡିଆରେ ସେଆର କରିଛନ୍ତି | ଏହି ଯୋଉ ଫୋଟୋ ଦେଖୁଛନ୍ତି ସେ ଫୋଟୋ ଖୁସି ହୋଇ ପୋଷ୍ଟ କରିଛନ୍ତି |

Leave a Reply

Your email address will not be published. Required fields are marked *