ଆସନ୍ତୁ ଜାଣିବା ମୀନ ରାଶି ଲୋକଙ୍କର ଅକ୍ଟୋବର ,ନଭେମ୍ବର ,ଡିସେମ୍ବର ଏହି 3 ଟି ମାସ ଆପଣଙ୍କର କିପରି ରହିଛି | ଆମ ରାଶି ଚକ୍ର ରେ 12 ଗୋଟି ରାଶି ଭିତରୁ ଶେଷ ରାଶି ଟି ହେଉଛି ମୀନ ରାଶି | ମୀନ ରାଶି ସ୍ୱାମୀ ହେଉଛି ଗୁରୁ ବୃହସ୍ପତି ଅକ୍ଟୋବର ମାସ ରେ ପ୍ରଧମ ଗୃହରେ ରହୁ ଅଛନ୍ତି କିନ୍ତୁ ଗୁରୁ ବୃହସ୍ପତି 3 ସ୍ଥାନ ରେ ଅବସ୍ଥାନ କରିଛନ୍ତି | ଆପଣ ବାହାର ଖାଇବା ଜମାବି ଖାଅନ୍ତୁ ନାହିଁ |
ଏସବୁ ଠାରୁ ଦୂରରେ ରୁହନ୍ତୁ ସ୍ଵାସ୍ଥ ର ଧ୍ୟାନ ନନେବେ ଯଦି ତାହାଲେ ବେଶୀ ଖରାପ ହବ |ଆପଣଙ୍କ ଓଜନ କମିଯିବ ଏତେବି ସମସ୍ୟା ନାହିଁ କିନ୍ତୁ ଯାହା ହେଲେ ବି ଆପଣ ଙ୍କୁ ଶରୀର ପ୍ରତି ଧ୍ୟାନ ଦେବାକୁ ପଡିବ |ଆପଣ ଙ୍କର ମନ କୋଉଠି ପ୍ରେମ ଜୀବନରେ ଲାଗିବ |ମନ ଅଲଗା ଆଡେ ରହିବ |ପାଠ ପଢା ରେ ବିଶେଷ ଧ୍ୟାନ ଦିଅନ୍ତୁ |ଆପଣ ଙ୍କର 17 ଅକ୍ଟୋବର ପୂର୍ବରୁ ଭହୁତ ଭଲ ଅଛି |
16 ଅକ୍ଟୋବର ରୁ 16 ନେଭେମ୍ବର ଆପଣଙ୍କର ଟିକେ ଭଲ ରହିଛି ପାଠପଢା ଟିକେ ଖରାପ ରହୁଛି ଆପଣଙ୍କର ଯଦି କିଛି ଆଡିମିଶନ ନେବାର ଅଛି 16 ନେଭେମ୍ବର ପୁର୍ବରୁ କରିନିଅନ୍ତୁ|ଏହି 3 ମାସ ରେ ଅଜଣା କଥା ବା ରାଗ ଆସିବ ଛୋଟ ଛୋଟ କଥା କୁ ନେଇ ଆପଣ ଙ୍କର ରାଗ ବାଡିପାରେ |ଆପଣଙ୍କ ଜୀବନ ସାଥି ଙ୍କ ଭିତରେ ବିନା କାରଣ ରେ ଝଗଡା ହୋଇପାରେ |ଆପଣ ଡିସେମ୍ବର ରେ ଆପଣଙ୍କ ଜୀବନ ସାଥି ଙ୍କ ସହ କୁଆଡେ ବାହାରକୁ ଜାଣିପରନ୍ତି |ଆପଣ ଙ୍କର ଜୀବନ ସାଥି ଙ୍କ ସହିତ ଡିସେମ୍ବର ମାସ ଟି ଭହୁତ ଭଲ ଦେଖାଦେଇପାରେ |
ଆପଣ ଏହି 3 ମାସ ଭିତରେ ଯାହା କାମ କରିବେ ଭାଗ୍ୟ ସାତ ଦେବ |ଆପଣଙ୍କର ସମସ୍ୟା ଟିକେ ଆସୁଛି କାହିଁକି ନ ମଙ୍ଗଳ ଆପଣଙ୍କର ନୀଚ ଅବସ୍ତା ରେ ଅଛି |ଆପଣ ଙ୍କର ଇଛା ଯାହା ଅଛି ସେଇଟା ପୁରା ହେବ |ଜମା ବି ନ ଡରି ସେହି କାମ କରିବେ | ଆପଣଙ୍କର ଏହି 3 ମାସ ରେ ଆପଣ ଯାହା ବି ଟାର୍ଗେଟ ରଖିଛନ୍ତି ତାହା କରନ୍ତୁ |
ଆପଣ ନିଜ ରାଗ ଉପରେ କଣ୍ଟ୍ରୋଲ କରନ୍ତୁ |ଯାହା ଦ୍ୱାରା ଆପଣଙ୍କୁ ଲୋକ ଖରାପ ଭାବିପାରନ୍ତି |ଏହି 3 ମାସ ରେ ରାଶି ପରିଵର୍ତନ ହୋଇନପାରେ ଆପଣଙ୍କ ମନ ଟିକେ ଅଲଗା ହୋଇପାରେ |ଆପଣଙ୍କୁ ଚାକିରୀ ନିହାତି ଭାବରେ ମିଳିବ |ଏଥି ପାଇଁ ଆପଣ ଗୁରୁ ବୃହସ୍ପତି ଙ୍କ ମନ୍ତ୍ର ପାଠ କରନ୍ତୁ |