ବାଛନ୍ତୁ ଗୋଟିଏ | ଜଣାନ୍ତୁ ଆପଣ ଙ୍କ ବିନା କିଏ ଅଧା |ଆପଣ କାହାକୁ ବେଶୀ ଭଲ ପାଉଛନ୍ତି | ଆପଣ ଙ୍କ ବିନା କିଏ ରହିପାରିବ ନାହିଁ | ଦୁଇଟି ଫୋଟୋ ଭିତରୁ ଗୋଟିଏ ଫୋଟୋ ବାଛନ୍ତୁ ରାଧା ଓ କୃଷ୍ଣ
|
ଆପଣ ଯଦି କୃଷ୍ଣ ବାଛିଛନ୍ତି – ଆପଣ ଙ୍କ ବିନା ସେ ଏବେ ଅଧୁରା ଅଛନ୍ତି | ଆପଣ ଦୁଇଜଣ ଙ୍କ ଭିତରେ ଏବେ ଝଗଡା ହୋଇଛି ଆପଣ କିଛି ଦିନ ହେଲା ଅଲଗା ଅଛନ୍ତି | ତାଙ୍କ ମନ ରେ ଆସୁଥିଲା ସେ ଆପଣ ଙ୍କ ବିନା ରହିପାରିବେ | ଆପଣଙ୍କ ସହ ନ କଥା ହେଲେ ତାଙ୍କୁ ଫରକ ପଡ଼ିବନି | କିନ୍ତୁ ନାହିଁ ଏବେ ତାଙ୍କୁ ଭହୁତ ଫରକ ପଡୁ଼ଉଛି | ଆପଣ ଙ୍କ ସହ ନ କଥା ହେଲେ ସେ କେମିତି ରହିବେ | ଏବେ ସେ ଅଲଗା ରହି ଆପଣ ଙ୍କୁ ସେ ଭହୁତ ଭଲ ପାଇଲେଣି ସେ ଆପଣ ଙ୍କ ବିନା କିଛି ନୁହଁ | ଅପାଙ୍କ ଛାଡିଲା ପରେ ସେ ବୁଝି ପାରୁଛନ୍ତି ତାଙ୍କର କଣ ଭୁଲ ଥିଲା | ସେ ଭାବୁଛନ୍ତି ଯେମିତି କୃଷ୍ଣ ଙ୍କ ବିନା ରାଧା ଅଧୁରା ସେମିତି ଆପଣ ଙ୍କ ବିନା ସେ ଅଧୁରା |ସେ ଆପଣ ଙ୍କୁ ଭହୁତ ମନେ ପକାଉଛନ୍ତି |
ଆପଣ ଯଦି ରାଧା ବାଛିଛନ୍ତି – କିଏ ବା ଅଧିକ ମନେ ପକୋଉଛନ୍ତି ଅଧିକ ଖୋଜୁ ଛନ୍ତି |ଏମିତି ବି ହୋଇପାରେ ଆପଣ ଙ୍କ ପରିବାର ଲୋକ ମାନେ ଭହୁତ ମିସ କରୁଛନ୍ତି |ଆପଣ ଙ୍କ ପରିବାର ଆପଣ ଙ୍କ ବିନା ପୁରା ଅଧୁରା ହୋଇଯାଇଛନ୍ତି | ଆପଣ ଏମିତି କିଛି ଭୁଲ କାମ କରିଛନ୍ତି |କିନ୍ତୁ ଆପଣ ଙ୍କ ପରିବାର ଆପଣ ଙ୍କ ସହ କଥା ନହେଇ ବି ଅପାଙ୍କ ଭହୁତ ମାନେ ପକୋଉଛନ୍ତି | ଆପଣ ଗଲା ପରେ ସେ ଭହୁତ ଏକୁଟିଆ ଭାବୁଛନ୍ତି ସେ ଚାହୁଁଛନ୍ତି ଆପଣ ଙ୍କ ସହ କଥା ହେବ ପାଇଁ |କିନ୍ତୁ ଆପଣ ଆଗେ ଘର ଲୋକ ଙ୍କ ସହ କଥା ହେବ କୁ ପଡିବ | ଯଦି ବି ଆପଣ ଝଗଡା ଝାଟି ହୋଇକି ବାହାରେ ରହି ଯାଉଛନ୍ତି | କିନ୍ତୁ ଆପଣ ନିଜ ଆଡୁ କଥା ହୋଇଯାଆନ୍ତୁ | ଆପଣ ଙ୍କ ଘର ଲୋକ ଆପଣ ଙ୍କ ବିନା ଅଧୁରା କିଛି କଥା ସହି ବା ପାଇଁ ପଡେ |କିଛି କଥା ସହି ଗଲେ ସେହି ସମ୍ପର୍କ ଭାଙ୍ଗିବନି ସବୁ ଦିନ ପାଇଁ ରହିଯିବ |ଆପଣଙ୍କ ତରଫରୁ ଡିସିସନ ନିଅନ୍ତୁ |ତାହାଲେ ସମ୍ପର୍କ ଭଲ ରହିବ |