ଆଜି ପ୍ରବିତ୍ର ଜନ୍ମାଷ୍ଟମୀ ଆଗାମୀ ୨ ମାସ ପ୍ରଯନ୍ତା ଏହି ୫ ଗୋଟି ରାଶି ର ଲୋକ ଙ୍କର ଜୀବନ ବଦଳିବାକୁ ଯାଉଛି | ଏହି 5ଟି ରାଶିର ଭାଗ୍ୟରେ ଧାନର ବର୍ଷା ହେବାକୁ ଯାଉଛି | ଏହି 5ଟି ରାଶି ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର ଭାବରେ ଆଶ୍ରିବାଦ ପ୍ରଦାନ ହେବାକୁ ଯାଉଛି | ତେବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଲୀ 5ଟି ରାଶି…
ଆପଣ ଙ୍କ ର ଯଦି ମେଷ ରାଶି – ଆପଣ ଖୁବ ଜଲ୍ଦୀ ମାଲା ମାଲ ହେବାକୁ ଯାଉଛନ୍ତି |ଯଦି କୌଣସି ସମସ୍ୟା ଥିଲା ତାହା ଏବେ ଦୂର ହେବାକୁ ଯାଉଛି | ଶ୍ରୀ କୃଷ୍ଣ ମା ଲକ୍ଷ୍ମୀ ଏବଂ କୁବେର ଙ୍କ କୃପାରୁ ଏହି ରହି ଲୋକ ଙ୍କ ର ଜୀବନ ଧନ ଧନ ଧନ୍ୟା ରେ ପରିପୃଣ୍ଣ ହେବାକୁ ଯାଉଛି |ସେମାନେ ଯାହା ବି ଆଶା କରିଛନ୍ତି ତାହା ପୁରାଣ ହେବାକୁ ଯାଉଛି ସେମାନେ ପୃର୍ବ ରୂ ଯାହା ଖୋଜୁଥିଲେ ତାହା ମିଳିବାକୁ ଯାଉଛି | ଚାରିଆଡୁ ଶୁଭ ଖବର ମିଳିବାକୁ ଯାଉଛି |
ଆପଣ ଙ୍କର ଯଦି କନ୍ୟା ରାଶି -ଆପଣ ଙ୍କର ଖୁବ ଜଲ୍ଦୀ ଶୁଭ ସମୟ ଆଗମନ ହେବାକୁ ଯାଉଛି | ଏହି ରାଶି ର ଲୋକ ମାନେ ଯେକୌଣସି କାମ ଆରମ୍ବ କରିବେ ସେହି କାମ ରେ ସଫଳ ତା ମିଳିବ | ଏ ମାନ ଙ୍କ କ୍ଷେତ୍ର ରେ କୌଣସି ଆର୍ଥିକ ଅସୂବିଥା ରହିବ ନାହିଁ | ଏହି ରାଶି ର ଲୋକ ମାନେ ଯଦି କୌଣସି କାମ ରେ ସଫଳ ତା ରଖିବାକୁ ଆଶା ରଖିଥିବେ ତାହା ନୀଚୀତ ରୂପେ ସଫଳ ପାଇବେ ନୂତନ ଗାଡି, ଭୂମି କିଣିବାର ସମ୍ଭବ ନା ରହିଛି |
ଆପଣ ଙ୍କର ଯଦି ତୁଳା ରାଶି – ଯେକୌଣସି ନୂତନ କାମ ଆରମ୍ଭ କରିବେ ସେ ସଫଳ ତା ପାଇବେ | ଏହି ରାଶି ର ଲୋକ ମାନଙ୍କୁ ଆସନ୍ତା ସମୟ ରେ ଧନ ର କୌଣସି ପ୍ରକାର ର ଅଭାବ ରହିବ ନାହିଁ | ଯୋଉଁ କାମ ରେ ହାତ ଦେବେ ବିନା ଡର ରେ କରିପାରିବେ | ଏମାନଙ୍କ ଉପରେ ଶ୍ରୀ କୃଷ୍ଣ ଙ୍କର ଅର୍ଶ ବାଦ ମିଳିବାକୁ ଯାଉଛି ଏମାନ ଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଆର୍ଶୀବାଦ ମିଳିସାରିଛି | ଏ ମାନ ଙ୍କୁ ଅଚାନକ କେଉଁଆଡ଼ୁ ଖୁସି ଖବର ମିଳିବାକୁ ଯାଉଛି |
ଆପଣ ଙ୍କ ର ଯଦି ଧନୁ ରାଶି -ଭବିଷତ ରେ ଯୋଗ ର ଅଛି | ଏମାନ ଙ୍କରେ କୌଣସି ଅଟକି ରହିଥିବା କାର୍ଯ୍ୟା ପୂରଣ ହେବାକୁ ଯାଉଛି ଥିବା କାମ ପୂରଣ ହେବାକୁ ଯାଉଛି| ନୂଆ ନୂଆ କାମ କରିବେ | ନୂତନ ସାଙ୍ଗ ବାନାଇ ବେ |ପିତା ମାତା ଙ୍କର ଆର୍ଶୀବାଦ ମିଳିବାକୁ ଯାଉଛି |ବେପାର ରେ ଲାଭ ହେବ | ଆଗାମୀ ଦିନ ରେ ସବୁ ଦୁଃଖ କଷ୍ଟ ମିଳିବାକୁ ଯାଉଛି |ଆପଣ ପାଖରେ ମୟୂର ପଙ୍ଖ ଆଣି ରଖନ୍ତୁ |
ଆପଣ ଙ୍କର ର ଯଦି କୁମ୍ଭ ରାଶି – ଏ ମାନ ଙ୍କର ପରିବାର ଜୀବନ ସୁଖ ହେବାକୁ ଯାଉଛି | ଜୀବନ ରେ ଥିବା ପାରିବାରିକ ସମସ୍ୟା ଦୂର ହୋଇଯିବ | ନିଜ ର ଜୀବନ ସାଥି ଙ୍କ ସହ ସମୟ ଅତିଭାହିତ କରିବେ | ଭାଗ୍ୟ ର ପରିବର୍ତନ ହେବାକୁ ଯାଉଛି | ଏମାନେ ପ୍ରଗତି ଆଡକୁ ଗତି କରିବେ ଧନ ଲାଭ ର ଯୋଗ ରହିଛି | ଆପଣ ଙ୍କର ଭଲ ଦିନ ଆଗକୁ ଅଛି |ଆପଣ ଶ୍ରୀ କୃଷ୍ଣ ଙ୍କୁ ପୂଜା କରନ୍ତୁ ଆପଣ ଙ୍କ ଜୀବନ ସୁଖ ମାୟା ହେବାକୁ ଯାଉଛି |